ଅଧାରେ ଅଟକିଲା ଆମ୍ବୁଲାନ୍ସ; ପହଞ୍ଚିବା ପୂର୍ବରୁ ପ୍ରସବ କଲେ ମହିଳା

ଉମରକୋଟ(ଓଡ଼ିଶା ରିପୋର୍ଟର):ଖଟିଆରେ ବୋହି ଆସନ୍ନ ପ୍ରସବାଙ୍କୁ ନଦୀ ପାର୍ କରି ମେଡ଼ିକାଲ୍ ନେଲେ ପରିବାର ଲୋକେ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ, ଗତ ବୁଧବାର ପାଟଖଲିଆ ପଞ୍ଚାୟତ ଗୋରଝରିଆ ଗାଁର ମହେଶ୍ୱର ସାନ୍ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସମ୍ପର୍କୀୟ। ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। ହେଲେ ଆମ୍ବୁଲାନ୍ସଟି ଗୋରଝରିଆ ଗାଁକୁ ଯାଇପାରିନଥିଲା। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଅଧା […]

khatia22

khatia22

Tapaswini Nayak
  • Published: Thursday, 24 September 2020
  • Updated: 24 September 2020, 11:36 AM IST

Sports

Latest News

ଉମରକୋଟ(ଓଡ଼ିଶା ରିପୋର୍ଟର):ଖଟିଆରେ ବୋହି ଆସନ୍ନ ପ୍ରସବାଙ୍କୁ ନଦୀ ପାର୍ କରି ମେଡ଼ିକାଲ୍ ନେଲେ ପରିବାର ଲୋକେ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଗତ ବୁଧବାର ପାଟଖଲିଆ ପଞ୍ଚାୟତ ଗୋରଝରିଆ ଗାଁର ମହେଶ୍ୱର ସାନ୍ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସମ୍ପର୍କୀୟ। ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। ହେଲେ ଆମ୍ବୁଲାନ୍ସଟି ଗୋରଝରିଆ ଗାଁକୁ ଯାଇପାରିନଥିଲା। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଅଧା ବାଟରେ ଅଟକି ରହିଥିଲା।ପରିବାର ଲୋକେ ଆଶା କର୍ମୀଙ୍କ ସହାୟତାରେ ଏକ ଖଟିଆରେ ପ୍ରସବାଙ୍କୁ ନଦୀ ପାର୍ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରସବ ହୋଇଥିଲା। ଏହାପରେ ଉଭୟ ନବଜାତ ଏବଂ ପ୍ରସୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story