ସମ୍ବଲପୁର: ସମ୍ବଲପୁର ପୂର୍ବତନ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗରିଫ ହୋଇଛନ୍ତି । ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଜୟନାରାୟଣ ମିଶ୍ର ଖଣ୍ଡା ଚାଳନା କରିଥିବା ନେଇ ଅଭିଯୋଗ ହୋଇଛି । ଶୋଭାଯାତ୍ରାବେଳେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା ।
ଏହା ପରେ ବି ଜୟନାରାୟଣ ସର୍ବ ସମ୍ମୁଖରେ ଖଣ୍ଡା ଚାଳନା କରିଥିଲେ । ଏନେଇ ଉଭୟ ଟାଉନ ଥାନା ଓ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ ଜାୟନାରାୟଣ କହିଛନ୍ତି ଯେ ସେ କିଛି ଭୁଲ କରିନାହାନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।

National
ପତ୍ନୀଙ୍କ ପରକୀୟା ପ୍ରୀତି ପରେ ହିଂସା ନୁହେଁ ପ୍ରେମକୁ ସମ୍ମାନ ଦେଲେ ବବଲୁ
ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।