ଘାଟିରୁ ଖସିପଡ଼ିଲା ବସ୍, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ୫୦ରୁ ୬୦ ଜଣ ଯାତ୍ରୀଙ୍କୁ ଧରି କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ‘ଦୀପକ’ ନାମକ ଏକ ଯାତ୍ରୀବାହୀ ବସ୍‌ ଆଡାରି ନିକଟ ଡଡୁମା ଘାଟିରୁ ତଳକୁ ଖସୁଥିବା ବେଳେ ପୋଲ ଉପରୁ ତଳକୁ ଖସିପଡ଼ିଥିଲା। ଫଳରେ ୩୦ରୁ ଊର୍ଦ୍ଧ୍ୱ […]

bus-accident

bus-accident

Manoranjan Sial
  • Published: Monday, 19 August 2019
  • Updated: 19 August 2019, 06:51 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ମୃତାହତ ନେଇ କୌଣସି ସୂଚନା ମିଳିନାହିଁ।

୫୦ରୁ ୬୦ ଜଣ ଯାତ୍ରୀଙ୍କୁ ଧରି କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ‘ଦୀପକ’ ନାମକ ଏକ ଯାତ୍ରୀବାହୀ ବସ୍‌ ଆଡାରି ନିକଟ ଡଡୁମା ଘାଟିରୁ ତଳକୁ ଖସୁଥିବା ବେଳେ ପୋଲ ଉପରୁ ତଳକୁ ଖସିପଡ଼ିଥିଲା। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୋଟଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଅସୁସ୍ଥଙ୍କୁ ବାଲିଗୁଡ଼ା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story