ଦୁର୍ବଳ ହେଉଛି ଲଘୁଚାପ: ସାରା ରାଜ୍ୟରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ମୌସୁମୀ ବାୟୁର ପ୍ରଭାବରେ ରେଜ୍ୟର ଅଧିକାଂଶ ସ୍ଥାନରେ ବର୍ଷ ହେଉଛି । ବଙ୍ଗେ।ପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଡିପ୍ରେସନ୍ ଉପକୂଳ ଅତିକ୍ରମ କରି ଦୁର୍ବଳ ହେବାରେ ଲାଗିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ସମ୍ୱଲପୁରଠାରୁ ଦକ୍ଷିଣ ପୂର୍ବରେ ୧୧୦ କିଲୋମିଟର ଦୂରରେ ରହିଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହୋଇଯିବ । ଆଭ୍ୟନ୍ତରୀଣ […]

monsoon-rains

monsoon-rains

Rakesh Mallick
  • Published: Monday, 22 June 2015
  • Updated: 22 June 2015, 04:45 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ମୌସୁମୀ ବାୟୁର ପ୍ରଭାବରେ ରେଜ୍ୟର ଅଧିକାଂଶ ସ୍ଥାନରେ ବର୍ଷ ହେଉଛି । ବଙ୍ଗେ।ପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଡିପ୍ରେସନ୍ ଉପକୂଳ ଅତିକ୍ରମ କରି ଦୁର୍ବଳ ହେବାରେ ଲାଗିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ସମ୍ୱଲପୁରଠାରୁ ଦକ୍ଷିଣ ପୂର୍ବରେ ୧୧୦ କିଲୋମିଟର ଦୂରରେ ରହିଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହୋଇଯିବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଓଡିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । ଏଥିଯୋଗୁଁ  ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos