ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଭୁବନେଶ୍ୱର: ଭୁବନେଶ୍ୱର ବାଣିବିହାର ଛକରେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଅଭିଯୋଗ । କଥା କଥାକେ ବହାରୁଛି ବନ୍ଧୁକ।ଫୁଟୁଛି ଗୁଳି। ଯାଉଛି ଜୀବନ। ଗତକାଲି ରାତି ପ୍ରାୟ ୯ଟା ବେଳେ ଜଣେ ଦୁବୃର୍ତ୍ତ ବାଣିବିହାର ଛକରେ ଜଣେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲା। ବାଇକରେ ଆସିଥିବା ଏହି ଯୁବକ ଜଣକ ପାନ ଦୋକାନୀ ଅରୁଣ ବିଶ୍ୱାଳଙ୍କ ବେକରେ ବନ୍ଧୁକ ଲଗାଇ ଦେଇଥିବା ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପରେ […]

fireing

fireing

Rakesh Mallick
  • Published: Monday, 08 June 2015
  • Updated: 08 June 2015, 02:32 AM IST

ଭୁବନେଶ୍ୱର: ଭୁବନେଶ୍ୱର ବାଣିବିହାର ଛକରେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଅଭିଯୋଗ । କଥା କଥାକେ ବହାରୁଛି ବନ୍ଧୁକ।ଫୁଟୁଛି ଗୁଳି। ଯାଉଛି ଜୀବନ। ଗତକାଲି ରାତି ପ୍ରାୟ ୯ଟା ବେଳେ ଜଣେ ଦୁବୃର୍ତ୍ତ ବାଣିବିହାର ଛକରେ ଜଣେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲା। ବାଇକରେ ଆସିଥିବା ଏହି ଯୁବକ ଜଣକ ପାନ ଦୋକାନୀ ଅରୁଣ ବିଶ୍ୱାଳଙ୍କ ବେକରେ ବନ୍ଧୁକ ଲଗାଇ ଦେଇଥିବା ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପରେ ଘଟଣାସ୍ଥଳରେ ସାଧାରଣ ଲୋକେ ଜମା ହୋଇଯିବାରୁ ଦୁବୃର୍ତ୍ତ ଜଣକ ବନ୍ଧୁକ ଛାଡ଼ି ସେଠାରୁ ପଳାଇ ଯାଇଥିଲା। ପୋଲିସ ଏହାକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story