ବାହାଘର ଭୋଜି ଖାଇ ୭୦ ଅସୁସ୍ଥ

ନବରଙ୍ଗପୁର: ବାହାଘର ଭୋଜି ଖାଇ ୭୦ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଏହି ପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭିକ୍ଷା ଗାଁରେ।ଅସୁସ୍ଥଙ୍କ ମଧ୍ୟରେ ୪୦ଜଣ ଶିଶୁ ଥିବା ଜଣାପଡିଛି । ଏ ସମସ୍ତଙ୍କର ଘର ମେଦନା,ଗରମ୍ବା, ଅଞ୍ଚଳା ଓ ଅଂଳାଭଟା ଗାଁର । ଆକ୍ରାନ୍ତଙ୍କୁ ଉମୋରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

ill

ill

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:30 AM IST

Sports

Latest News

ନବରଙ୍ଗପୁର: ବାହାଘର ଭୋଜି ଖାଇ ୭୦ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଏହି ପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭିକ୍ଷା ଗାଁରେ।ଅସୁସ୍ଥଙ୍କ ମଧ୍ୟରେ ୪୦ଜଣ ଶିଶୁ ଥିବା ଜଣାପଡିଛି ।

ଏ ସମସ୍ତଙ୍କର ଘର ମେଦନା,ଗରମ୍ବା, ଅଞ୍ଚଳା ଓ ଅଂଳାଭଟା ଗାଁର । ଆକ୍ରାନ୍ତଙ୍କୁ ଉମୋରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos