ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ୧୨ ଘଣ୍ଟିଆ ପୁରୀ ବନ୍ଦକୁ ହାଇକୋର୍ଟ ବାର ଆସୋସିଏଶନର ସମର୍ଥନ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀ ବାର ଆସୋସିଏଶନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ହାଇକୋର୍ଟ ବାର ଆସୋସିଏଶନ ସମର୍ଥନ କରିଛି । ଏହାସହ ଘଟ ପରିବର୍ତ୍ତନ ବିଭ୍ରାଟକୁ ଓଡିଶା ହାଇକୋର୍ଟ ବାର ଆସୋସିଏଶନ ଦୃଢ ନିନ୍ଦା କରିଛି । ଏହାକୁ ବିରୋଧ କରି ବୁଧବାର ଗୋଟିଏ ଦିନ ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏଶନର ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାସହ ରାଜ୍ୟର ସମସ୍ତ […]

logo

logo

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 02:33 PM IST

Sports

Latest News

ଭୁବନେଶ୍ୱର: ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀ ବାର ଆସୋସିଏଶନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ହାଇକୋର୍ଟ ବାର ଆସୋସିଏଶନ ସମର୍ଥନ କରିଛି । ଏହାସହ ଘଟ ପରିବର୍ତ୍ତନ ବିଭ୍ରାଟକୁ ଓଡିଶା ହାଇକୋର୍ଟ ବାର ଆସୋସିଏଶନ ଦୃଢ ନିନ୍ଦା କରିଛି । ଏହାକୁ ବିରୋଧ କରି ବୁଧବାର ଗୋଟିଏ ଦିନ ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏଶନର ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାସହ ରାଜ୍ୟର ସମସ୍ତ ବାର ଆସୋସିଏଶନ ଏଥିରେ ସାମିଲ ହେବାକୁ ହାଇକୋର୍ଟ ବାର ଆସୋସିଏଶନ ପକ୍ଷରୁ ନିବେଦନ କରାଯାଇଛି । ହାଇକୋର୍ଟର ଜଣେ ଅବସ୍ଥାପିତ ଜଜଙ୍କ ଦ୍ୱାରା ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାର ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି । ସେହିପରି ପୁରୀ ବାର୍ ଆସୋସିଏଶନ ବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story