ମାଟ୍ରିକ୍ ସପ୍ଲିମେଣ୍ଟାରୀ ସାଧାରଣ ବିଜ୍ଞାନ ପରୀକ୍ଷା ୨୯ ତାରିଖକୁ ଘୁଞ୍ଚିଲା

କଟକ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ପ୍ରତିବାଦ କରି ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ମାଟ୍ରିକ ସପ୍ଲିମେଣ୍ଟାରୀର ସାଧାରଣ ବିଜ୍ଞାନ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଆସନ୍ତାକାଲି ଏହି ପରୀକ୍ଷା ହେବାର ଥିଲା। ତେବେ ବନ୍ଦକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଜୁନ୍ ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଆଜି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ଏହି ସୂଚନା ଦେଇଛନ୍ତି।

board

board

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 01:38 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story