ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୮ ବିପର୍ଯ୍ୟୟ ‘ଷ୍ଟେଟ ସ୍ପେଶିଫିକ ଡିଜାଷ୍ଟର’ରେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ବିପର୍ଯ୍ୟୟକୁ ‘ଷ୍ଟେଟ ସ୍ପେଶିଫିକ ଡିଜାଷ୍ଟର’ରେ ଅନ୍ତର୍ଭୁକ୍ତ କରାଯାଇଛି । ସାମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ଲାଗି ସବୁ ବିଭାଗକୁ ଆପତିକାଳୀନ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜଳସମ୍ପଦ ବିଭାଗକୁ ପ୍ରସ୍ତୁତି ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅଛି ତାହାକୁ ଚିହ୍ନଟ କରି ପାଟ୍ରୋଲିଂ […]

cm

cm

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 08:09 AM IST

Sports

Latest News

ଭୁବନେଶ୍ୱର: ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ବିପର୍ଯ୍ୟୟକୁ ‘ଷ୍ଟେଟ ସ୍ପେଶିଫିକ ଡିଜାଷ୍ଟର’ରେ ଅନ୍ତର୍ଭୁକ୍ତ କରାଯାଇଛି । ସାମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ଲାଗି ସବୁ ବିଭାଗକୁ ଆପତିକାଳୀନ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜଳସମ୍ପଦ ବିଭାଗକୁ ପ୍ରସ୍ତୁତି ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅଛି ତାହାକୁ ଚିହ୍ନଟ କରି ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରକୃତିକ ବିପର୍ଯ୍ୟୟ ମୃତ୍ୟୁ କ୍ଷତିପୂରଣ ରାଶିକୁ ବୃଦ୍ଧି କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା, ୧୪ ମନ୍ତ୍ରୀ, ୩ ସାଂସଦ ଓ ୨୦ ଜଣ ବିଧାୟକ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story