ଫୋନି: ଶ୍ରୀମନ୍ଦିରରେ କ୍ଷତି ହୋଇଛି ୫ କୋଟି

ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର କ୍ଷତି ହୋଇଛି ୫ କୋଟି ୧୦ ଲକ୍ଷ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ପ୍ରଶାସକ କହିଛନ୍ତି, କ୍ଷୟକ୍ଷତିର ରିପୋର୍ଟ SRCଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ। ଫୋନି ବାତ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଦ୍ୱାରାପାଳ ଜୟଙ୍କ ମୂର୍ତ୍ତି ଭାଙ୍ଗିବା ସହ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ମଧ୍ୟ ଭାଙ୍ଗିଛି । ତା’ସହ ଲୁହା […]

sree-1

sree-1

Tapas Behera
  • Published: Wednesday, 08 May 2019
  • Updated: 08 May 2019, 08:11 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର କ୍ଷତି ହୋଇଛି ୫ କୋଟି ୧୦ ଲକ୍ଷ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ପ୍ରଶାସକ କହିଛନ୍ତି, କ୍ଷୟକ୍ଷତିର ରିପୋର୍ଟ SRCଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ।

ଫୋନି ବାତ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଦ୍ୱାରାପାଳ ଜୟଙ୍କ ମୂର୍ତ୍ତି ଭାଙ୍ଗିବା ସହ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ମଧ୍ୟ ଭାଙ୍ଗିଛି । ତା’ସହ ଲୁହା ଭାରା ଖସି ସାକ୍ଷୀଗୋପାଳ ଓ ବେଢାରେ ଅନ୍ୟ କିଛି ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story