ସଂଗ୍ରହ ହେଲାଣି ୧.୭୫ ଲକ୍ଷ କ୍ୱିଣ୍ଟାଲ ଧାନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ଗତକାଲି ସୁଦ୍ଧା ମୋଟ ୧ଲକ୍ଷ ୭୫ହଜାର ୫୫୮ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଟୋକେନ୍ ପ୍ରସ୍ତୁତି ପ୍ରକ୍ରିୟାକୁ ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଉଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରୁ ଏହି ଧାନ ସଂଗ୍ରହ ହୋଇଛି ଓ ଅମଳ ଅନୁସାରେ ଅନ୍ୟାନ୍ୟ ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ […]

rajaswain

rajaswain

Jitendra Garnayak
  • Published: Monday, 25 November 2019
  • Updated: 25 November 2019, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ଗତକାଲି ସୁଦ୍ଧା ମୋଟ ୧ଲକ୍ଷ ୭୫ହଜାର ୫୫୮ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଟୋକେନ୍ ପ୍ରସ୍ତୁତି ପ୍ରକ୍ରିୟାକୁ ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଉଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରୁ ଏହି ଧାନ ସଂଗ୍ରହ ହୋଇଛି ଓ ଅମଳ ଅନୁସାରେ ଅନ୍ୟାନ୍ୟ ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ବିଧାନସଭାରେ ଆଜି ଏନେଇ ସ୍ପଷ୍ଟୀକରଣ ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଧାନ ସଂଗ୍ରହର ଯଥେଷ୍ଟ ପୂର୍ବରୁ ଚାଷୀମାନଙ୍କୁ ସେମାନଙ୍କର ବିକ୍ରିଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ସେମାନଙ୍କ ପଞ୍ଜିକୃତ ମୋବାଇଲ ଫୋନକୁ ଏସଏମଏସ୍ ପଠାଯାଉଛି। ଅନ୍‌ଲାଇନ୍ ଟୋକେନର ତାଲିକା ଧାନ କିଣାଯାଉଥିବା ସୋସାଇଟି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟରେ ଉପଲବ୍ଧ ହେଉଛି। ଚଳିତବର୍ଷ ଟୋକେନ୍ ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ କମ୍ପ୍ୟୁଟର ବ୍ୟବସ୍ଥା ମାଧ୍ୟମରେ ହେଉଛି। ଟୋକେନ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ନାହିଁ କିମ୍ବା ପାତରଅନ୍ତର ନାହିଁ। ଚାଷୀମାନଙ୍କୁ ଟୋକେନ୍ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡ଼ିବାକୁ ମଧ୍ୟ ପଡ଼ିବ ନାହିଁ। ଚଳିତବର୍ଷ ଚାଷୀଙ୍କ ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରଯାଇଛି। ଏଥିପାଇଁ ସମସ୍ତ ଧାନ କ୍ରୟ କେନ୍ଦ୍ରକୁ ଆଇରିସ୍ ସ୍କାନର ଯୋଗାଇ ଦିଆଯାଇଛି। ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନରହିପାରିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯିବ। ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିନପାରିଲେ ସମ୍ପୃକ୍ତ ଚାଷୀଙ୍କୁ ଧାନ ବିକ୍ରିର ଏକାଧିକ ସୁଯୋଗ ଦିଆଯିବ। ଯେଉଁ ବସ୍ତାରେ ଚାଷୀ ଧାନ ନେଇ ମଣ୍ଡିକୁ ଆସିବେ ତାକୁ ଫେରସ୍ତ କରାଯିବାର ନିୟମ ରହିଛି। ଯେଉଁଠି ଫେରସ୍ତ କରାଯାଉନି ସେଠାରେ ବସ୍ତାବାବଦରେ ଚାଷୀଙ୍କୁ ତା’ର ପ୍ରାପ୍ୟ ମିଲରମାନେ ପ୍ରଦାନ କରିବେ। ଯଦି ଏହାର ଉଲ୍ଲଘଂନ ହେଉଥିବ ତା’ହେଲେ ଜିଲ୍ଲାପାଳ କିମ୍ବା ବିଭାଗର ଦୃଷ୍ଟିକୁ ଆଣିଲେ ସମ୍ପୃକ୍ତ ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସୁଥିବା ଚାଷୀଙ୍କ ଧାନକୁ ସୁରକ୍ଷା, ବିଶ୍ରାମସ୍ଥଳ, ଶୌଚାଳୟ ଆଦି ବ୍ୟବସ୍ଥା ପାଇଁ ସୋସାଇଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ କ୍ୱିଣ୍ଟାଲ ପିଛା ୧୩ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ସୂଚନାଯୋଗ୍ୟ ୨୦୧୯-୨୦ ଖରିଫ ଋତୁରେ ୬୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story