ରାସ୍ତାରେ ଲେଖିଲେ ଅଶ୍ଲୀଳ କଥା, ବିରୋଧ କରିବାରୁ କଲେ ଆକ୍ରମଣ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଶୁଭକାମନା ବାର୍ତ୍ତାରେ ଲେଖିଲେ ଅଶ୍ଲୀଳ କଥା। ଏହାକୁ ବିରୋଧ କରିବାରୁ ସଂଘବଦ୍ଧ ହୋଇ ଆକ୍ରମଣ କଲେ। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ନୂଆ ବର୍ଷର ପ୍ରଥମ ଦିନରେ ଏମିତି ଏକ ଘଟଣା ଘଟିଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ। ଶନିବାର ରାତିରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଗାଁର କିଛି ଲୋକ ମହାରାଜପୁର ଗାଁ ମୁଣ୍ଡରେ ରାସ୍ତାରେ ହାପି ନ୍ୟୁ ଇୟର ୨୦୨୩ ଲେଖିବା ସହିତ ବିଭିନ୍ନ […]

Protest

Protest

Jitendra Garnayak
  • Published: Sunday, 01 January 2023
  • Updated: 01 January 2023, 01:16 PM IST

Sports

Latest News

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଶୁଭକାମନା ବାର୍ତ୍ତାରେ ଲେଖିଲେ ଅଶ୍ଲୀଳ କଥା। ଏହାକୁ ବିରୋଧ କରିବାରୁ ସଂଘବଦ୍ଧ ହୋଇ ଆକ୍ରମଣ କଲେ। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ନୂଆ ବର୍ଷର ପ୍ରଥମ ଦିନରେ ଏମିତି ଏକ ଘଟଣା ଘଟିଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ।

ଶନିବାର ରାତିରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଗାଁର କିଛି ଲୋକ ମହାରାଜପୁର ଗାଁ ମୁଣ୍ଡରେ ରାସ୍ତାରେ ହାପି ନ୍ୟୁ ଇୟର ୨୦୨୩ ଲେଖିବା ସହିତ ବିଭିନ୍ନ ଅଶ୍ଲୀଳ କଥା ମଧ୍ୟ ଲେଖିଥିଲେ। ଏହାକୁ ମହାରାଜପୁରର ଲୋକେ ବିରୋଧ କରିଥିଲେ। ତେଣୁ ଡୁମୁଡୁମା ଲୋକେ ସେଠାରୁ ପଳାଇଥିଲେ। କିନ୍ତୁ ପରେ ଆସି ପୁଣି ମହାରାଜପୁର ଅଞ୍ଚଳରେ ରାସ୍ତା ଓ କାନ୍ଥବାଡ଼ରେ ଅଶ୍ଲୀଳ କଥା ଲେଖିଥିଲେ।

ଏନେଇ ମହାରାଜପୁରର କିଛି ଲୋକ ଡୁମୁଡୁମା ଯାଇ ବିରୋଧ କରିଥିଲେ। ଫଳରେ ସେଠାକାର କିଛି ଲୋକ ସଂଘବଦ୍ଧ ହୋଇ ସେମାନଙ୍କୁ ଶାବଳ, ଠେଙ୍ଗା ଓ କଟୁରୀ ଆଦିରେ ଆକ୍ରମଣ କରିଥିଲେ।

ଆହତମାନଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିରୋଧ କରି ମହାରାଜପୁର ଗ୍ରାମବାସୀ ବ୍ରହ୍ମଗିରି-କୁସୁବେଣ୍ଟି ରାସ୍ତାର ବାରପାନିଅ ଛକରେ ରାସ୍ତା ଅବରୋଧ କରିଛନ୍ତି। ବ୍ରହ୍ମଗିରି ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story