ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ପାରଳାଖେମୁଣ୍ଡି(ଆଦର୍ଶ ଦାଶ): ଦିବ୍ୟାଙ୍ଗ ଯୁବତୀଙ୍କୁ ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଗଜପତି ସେରଙ୍ଗ ଥାନା ଅଚଂଳର ଏହି  ଘଟଣା ସାମ୍ନାକୁ ଆସିଛି। ଦୋଷୀ ସାବ୍ୟସ୍ତ ଅନନ୍ତ ପାଇକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଜିଲ୍ଲା ଦୌରାଜଜ୍‌। କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ଶୁଣାଇଛନ୍ତି ଅଦାଲତ । ଅର୍ଥଦଣ୍ଡ ଅନାଦେୟ ଆହୁରି ୬ ମାସ ଅଧିକ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି […]

48901

48901

Tapas Behera
  • Published: Tuesday, 26 November 2019
  • Updated: 26 November 2019, 11:00 AM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାଶ): ଦିବ୍ୟାଙ୍ଗ ଯୁବତୀଙ୍କୁ ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଗଜପତି ସେରଙ୍ଗ ଥାନା ଅଚଂଳର ଏହି  ଘଟଣା ସାମ୍ନାକୁ ଆସିଛି। ଦୋଷୀ ସାବ୍ୟସ୍ତ ଅନନ୍ତ ପାଇକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଜିଲ୍ଲା ଦୌରାଜଜ୍‌।

କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ଶୁଣାଇଛନ୍ତି ଅଦାଲତ । ଅର୍ଥଦଣ୍ଡ ଅନାଦେୟ ଆହୁରି ୬ ମାସ ଅଧିକ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ୨୦୧୮ ମସିହାର ଏହି ମାମଲା ରୁଜୁ ହୋଇଥିଲା। ଯୁବୀତ ଜଣକ ଗର୍ଭବତୀ ଥିବା ଜଣାପଡିବା ପରେ ପରିବାର ଲୋକେ ସେରଙ୍ଗ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଗତ ଫେବୃଆରୀ ୬ ତାରିଖରେ ଅଭିଯୁକ୍ତକୁ  ପୁଲିସ ଗିରଫ କରିଥିବାବେଳେ ଗତକାଲି ମାମଲାରେ ରାୟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story