ଚାଟ୍ ଖାଇ ୧୧ ଜଣ ହସ୍ପିଟାଲ୍‌ ଗଲେ!

ଆନନ୍ଦପୁର(ମୁନ୍ନା ସିଂ): ଚାଟ୍ ଖାଇ ୧୧ ଜଣ ମେଡିକାଲ୍‌ ଯାଇଛନ୍ତି! ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ଘଟିଛି। ଗତକାଲି ସନ୍ଧ୍ୟା ବେଳେ ଘସିପୁରା ଥାନା ନିକଟରେ ଥିବା ଠେଲାରୁ କେତେକ ଲୋକ ଚାଟ୍ ଖାଇଥିଲେ। ଚାଟ୍ ଖାଇବାର କିଛି ସମୟ ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଆନନ୍ଦପୁର ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ୍‌ରେ ୧୧ […]

11-persons-taken-ill-after-eating-chaat-in-anandpur

Manoranjan Sial
  • Published: Monday, 20 May 2019
  • Updated: 20 May 2019, 07:26 PM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂ): ଚାଟ୍ ଖାଇ ୧୧ ଜଣ ମେଡିକାଲ୍‌ ଯାଇଛନ୍ତି! ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ଘଟିଛି।

ଗତକାଲି ସନ୍ଧ୍ୟା ବେଳେ ଘସିପୁରା ଥାନା ନିକଟରେ ଥିବା ଠେଲାରୁ କେତେକ ଲୋକ ଚାଟ୍ ଖାଇଥିଲେ। ଚାଟ୍ ଖାଇବାର କିଛି ସମୟ ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଆନନ୍ଦପୁର ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ୍‌ରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଚାଟରେ କୌଣସି ବାସି ବା ବିଷାକ୍ତ ସାମଗ୍ରୀ ବ୍ୟବହାର ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story