କଟକ ସହରରୁ ଚିହ୍ନଟ ହେଲେ ୧୧ ଆକ୍ରାନ୍ତ

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହାବ୍ୟତୀତ ୨ ଲୋକାଲ କେସ୍‌ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

କଟକ ସହରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଥିବା ବେଳେ ୧୮୮ ଜଣ ସୁସ୍ଥ ହୋଇ ସାରିଲେଣି। ୧୩୯ ଜଣ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କରୋନା।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଥିବା ବେଳେ ୧୧,୩୩୦ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ୫୨୫୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ

ଆଉ ସମୁଦ୍ରକୁ ବୋହିଯିବନି ଅଜଥା ଜଳ

ବାରମ୍ବାର ଡିଲର ବଦଳାଇବା ବନ୍ଦ କର

ବିଧାନସଭା ଅଧିବେଶନ ପୂର୍ବରୁ କାଲି ହେବ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ

କେନ୍ଦ୍ରର ରିହାତି ସତ୍ତ୍ୱେ ରାଜ୍ୟ ବଢ଼ାଇଛି ବିଦ୍ୟୁତ୍‌ ଶୁଳ୍କ

ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି, ମହାନଦୀ ଉପରେ ହେବ ବ୍ରିଜ୍ 

ବଲାଙ୍ଗିରରେ ବଢ଼ୁଛି ସଂକ୍ରମଣ, କଟକଣା ଲାଗୁ କଲା ବଜାର କମିଟି

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

୧୭୦୯ ପୁଲିସ୍‌ଙ୍କୁ ମିଳିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !