ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୧୨ ଶିକ୍ଷକ

କେନ୍ଦୁଝର(ପ୍ରଣୟ ପାଣି): ଜାଲ୍‌ ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରିରେ କରିଥିବା ୧୨ ଶିକ୍ଷକ ଧରାପଡିଲେ। କେନ୍ଦୁଝର ଜିଲ୍ଲାର ୮ ବ୍ଲକ ଅଞ୍ଚଳରୁ ଏମାନେ ଧରାପଡ଼ିଛନ୍ତି। ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଗତ ୩ ବର୍ଷରେ ବିଭିନ୍ନ ପର୍ଯ୍ୟାୟ କ୍ରମେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଯୋଗ ଦେଇଥିବା ଜୁନିୟର ଶିକ୍ଷକ ଦାଖଲ କରିଥିଲେ ବିଇଡି ସାର୍ଟିଫିକେଟ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ ପରେ ବିଇଡି ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ନେଇ ଜଣାପଡିବା ପରେ […]

fake-teacher

fake-teacher

Manoranjan Sial
  • Published: Wednesday, 02 September 2020
  • Updated: 02 September 2020, 05:27 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଜାଲ୍‌ ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରିରେ କରିଥିବା ୧୨ ଶିକ୍ଷକ ଧରାପଡିଲେ। କେନ୍ଦୁଝର ଜିଲ୍ଲାର ୮ ବ୍ଲକ ଅଞ୍ଚଳରୁ ଏମାନେ ଧରାପଡ଼ିଛନ୍ତି। ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ଗତ ୩ ବର୍ଷରେ ବିଭିନ୍ନ ପର୍ଯ୍ୟାୟ କ୍ରମେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଯୋଗ ଦେଇଥିବା ଜୁନିୟର ଶିକ୍ଷକ ଦାଖଲ କରିଥିଲେ ବିଇଡି ସାର୍ଟିଫିକେଟ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ ପରେ ବିଇଡି ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ନେଇ ଜଣାପଡିବା ପରେ ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏହାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦେବାକୁ ବିଭିନ୍ନ ବ୍ଲକର ବିଇଓମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story