ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ବନ୍ଦ

<p>ବଲାଙ୍ଗିର: ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବି। ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସମନ୍ୱୟ ସମିତି ସକାଳ ୬ଟାରୁ ଏହି ବନ୍ଦ ପାଳନ କରୁଛି।&nbsp; ପିକେଟିଂ କରାଯିବା ସହ ବିଭିନ୍ନ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି। ସରକାରୀ ଅଫିସ୍ ଆଗରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟପକ୍ଷରେ ଜାତୀୟ ରାଜପଥ ୨୬ ଓ ୫୭ରେ ଗାଡ଼ି ଚଳାଚଳ ଠପ୍ ରହିଛି।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 08:39 AM IST

Sports

Latest News

<p>ବଲାଙ୍ଗିର: ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବି। ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସମନ୍ୱୟ ସମିତି ସକାଳ ୬ଟାରୁ ଏହି ବନ୍ଦ ପାଳନ କରୁଛି।&nbsp; ପିକେଟିଂ କରାଯିବା ସହ ବିଭିନ୍ନ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି। ସରକାରୀ ଅଫିସ୍ ଆଗରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟପକ୍ଷରେ ଜାତୀୟ ରାଜପଥ ୨୬ ଓ ୫୭ରେ ଗାଡ଼ି ଚଳାଚଳ ଠପ୍ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos