ଧରାପଡ଼ିଲେ ୧୨ ମାଓବାଦୀ

<p>ମାଲକାନଗିରି( ଓଡ଼ିଶା ରିପୋର୍ଟର) : ମାଲକାନଗିରି ପୋଲିସ୍&zwnj;କୁ ବଡ଼ ସଫଳତା ମିଳିଛି। ୧୨ ଜଣ ମାଓବାଦୀଙ୍କୁ ପୋଲିସ୍&zwnj; ଗିରଫ କରିଛି। ବିଭିନ୍ନ ସ୍ଥାନରେ କମ୍ବିଂ କରି ଏହି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍&zwnj;। ଗିରଫ ମାଓବାଦୀମାନେ ବିଭିନ୍ନ ହତ୍ୟାକାଣ୍ଡ ଓ ହିଂସାକାଣ୍ଡ ଘଟଣାରେ ଜଡ଼ିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି।</p> <p>ମାଲକାନଗିରି ଏସପି କହିଛନ୍ତି-&ldquo;୧୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ମୁଇଆଙ୍କ ବାସୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ବେଳେ ଆଉ ୪ ଜଣ&nbsp; ଡମ୍ବରୁ ନାୟକ ଓ &nbsp;ଆଉ ଜଣେ ସାଧୁ ଖେମୁଣ୍ଡୁ ହତ୍ୟାକାଣ୍ଡରେ ସାମିଲ ଥିଲେ। କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇ ଏହି ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ହାର୍ଡକୋର ମିଲେସିଆ।&rdquo;</p>

Ordigital Desk
  • Published: Wednesday, 27 December 2017
  • Updated: 27 December 2017, 12:26 PM IST

Sports

Latest News

<p>ମାଲକାନଗିରି( ଓଡ଼ିଶା ରିପୋର୍ଟର) : ମାଲକାନଗିରି ପୋଲିସ୍&zwnj;କୁ ବଡ଼ ସଫଳତା ମିଳିଛି। ୧୨ ଜଣ ମାଓବାଦୀଙ୍କୁ ପୋଲିସ୍&zwnj; ଗିରଫ କରିଛି। ବିଭିନ୍ନ ସ୍ଥାନରେ କମ୍ବିଂ କରି ଏହି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍&zwnj;। ଗିରଫ ମାଓବାଦୀମାନେ ବିଭିନ୍ନ ହତ୍ୟାକାଣ୍ଡ ଓ ହିଂସାକାଣ୍ଡ ଘଟଣାରେ ଜଡ଼ିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି।</p><p>ମାଲକାନଗିରି ଏସପି କହିଛନ୍ତି-&ldquo;୧୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ମୁଇଆଙ୍କ ବାସୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ବେଳେ ଆଉ ୪ ଜଣ&nbsp; ଡମ୍ବରୁ ନାୟକ ଓ &nbsp;ଆଉ ଜଣେ ସାଧୁ ଖେମୁଣ୍ଡୁ ହତ୍ୟାକାଣ୍ଡରେ ସାମିଲ ଥିଲେ। କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇ ଏହି ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ହାର୍ଡକୋର ମିଲେସିଆ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos