ଏଣିକି ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପଢ଼ିବେ କଲେଜ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଶିକ୍ଷା ବର୍ଷରୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପାଠ ପଢ଼ିବେ ପିଲା। ଏନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯାଉଛି। ପ୍ରୋଜେକ୍ଟର, ଅଡିଓ ଭିଜୁଆଲ୍ କିଟ୍, କ୍ୟାମେରା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ ହେଉଛି ସ୍ମାର୍ଟ କ୍ଲାସ୍ ରୁମ୍। ରାଜ୍ୟର ୧୦୧ଟି ଡିଗ୍ରୀ କଲେଜରେ ପ୍ରସ୍ତୁତ କରାଯିବ ୧୩୫ଟି ସ୍ମାର୍ଟ କ୍ଲାସ୍ ରୁମ୍। ଯେଉଁଠାରେ ପ୍ରବୀଣ ଓ ଅଭିଜ୍ଞ ଅଧ୍ୟାପକମାନେ ଅତ୍ୟାଧୁନିକ ଶୈଳୀରେ ଶିକ୍ଷାଦାନ କରିବେ। ଏହାସହ ଅଧ୍ୟାପକଙ୍କ ସବୁ ଲେକ୍‌ଚରରେକର୍ଡ ହୋଇ ରହିବ। […]

smart-cless-room

smart-cless-room

Manoranjan Sial
  • Published: Tuesday, 25 June 2019
  • Updated: 25 June 2019, 09:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଶିକ୍ଷା ବର୍ଷରୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପାଠ ପଢ଼ିବେ ପିଲା। ଏନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯାଉଛି। ପ୍ରୋଜେକ୍ଟର, ଅଡିଓ ଭିଜୁଆଲ୍ କିଟ୍, କ୍ୟାମେରା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ ହେଉଛି ସ୍ମାର୍ଟ କ୍ଲାସ୍ ରୁମ୍।

ରାଜ୍ୟର ୧୦୧ଟି ଡିଗ୍ରୀ କଲେଜରେ ପ୍ରସ୍ତୁତ କରାଯିବ ୧୩୫ଟି ସ୍ମାର୍ଟ କ୍ଲାସ୍ ରୁମ୍। ଯେଉଁଠାରେ ପ୍ରବୀଣ ଓ ଅଭିଜ୍ଞ ଅଧ୍ୟାପକମାନେ ଅତ୍ୟାଧୁନିକ ଶୈଳୀରେ ଶିକ୍ଷାଦାନ କରିବେ। ଏହାସହ ଅଧ୍ୟାପକଙ୍କ ସବୁ ଲେକ୍‌ଚରରେକର୍ଡ ହୋଇ ରହିବ। ଯାହାକୁ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଦେଖି ସେମାନଙ୍କ ଡାଉଟ୍ କ୍ଲିୟର୍ କରିପାରିବେ। ଏହାସହ ସବୁ କ୍ଲାସ୍ ରୁମ୍ ପାଇଁ ରହିବ କମନ୍ ଡାଟାବେସ୍। ରାଜ୍ୟର ଯେ କୌଣସି ସ୍ମାର୍ଟ କ୍ଲାସ୍ ରୁମ୍‌ରେ ବସି ଛାତ୍ରଛାତ୍ରୀ ଏହାକୁ ଆକ୍‌ସେସ କରିପାରିବେ। ସ୍ମାର୍ଟ କ୍ଲାସ୍‌ ରୁମ ଲାଗି କଲେଜ ପିଛା ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କଲେଜ ଗୁଡ଼ିକରେ ସ୍ମାର୍ଟ୍ କ୍ଲାସ୍ ରୁମର ବ୍ୟବସ୍ଥା କରାଯାଉଛି। ଏହାର ଅନୁଧ୍ୟାନ ଲାଗି ଉଚ୍ଚ ଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି। ଟିମ୍ ଭେରିଫିକେସନ୍ ପରେ କ୍ଲାସ୍ ରୁମ୍ ପ୍ରସ୍ତୁତ କରାଯାଉଛି। ସ୍ମାର୍ଟ କ୍ଲାସ୍ ରୁମ୍‌କୁ ନେଇ ଛାତ୍ରଛାତ୍ରୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story