୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ!  

ଛତ୍ରପୁର (ଆଲୋକ ଗୌଡ଼): ୧୪ ବର୍ଷର ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି! ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତ ମଙ୍ଗଳବାର ମଧ୍ୟାହ୍ନରେ ରମ୍ଭା ଥାନା ଅଞ୍ଚଳର ଦିବ୍ୟାଙ୍ଗ ନାବାଳିକା ମେଙ୍ଗୁ (ଛଦ୍ମନାମ) ଘରେ ଏକାକୀ ଥିଲେ। ଏହାର […]

rape1

rape1

Manoranjan Sial
  • Published: Thursday, 29 August 2019
  • Updated: 29 August 2019, 04:12 PM IST

Sports

Latest News

ଛତ୍ରପୁର (ଆଲୋକ ଗୌଡ଼): ୧୪ ବର୍ଷର ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି! ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତ ମଙ୍ଗଳବାର ମଧ୍ୟାହ୍ନରେ ରମ୍ଭା ଥାନା ଅଞ୍ଚଳର ଦିବ୍ୟାଙ୍ଗ ନାବାଳିକା ମେଙ୍ଗୁ (ଛଦ୍ମନାମ) ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଏମ୍‌. ଲିଙ୍ଗରାଜ ପାତ୍ର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରି ଗାଁ ମୁଖିଆଙ୍କୁ ଜଣାଇଥିଲେ। ଗାଁ ମୁଖିଆ ଗ୍ରାମ କମିଟି ମାଧ୍ୟମରେ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଅଭିଯୁକ୍ତ ଏମ୍‌. ଲିଙ୍ଗରାଜ ପାତ୍ରଙ୍କୁ ଜରିମାନା କରାଯାଇଥିଲା। ମାତ୍ର ଏଥିରେ ସେ ରାଜି ହୋଇନଥିଲେ।

ଗତକାଲି ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଆଜି ଉଭୟଙ୍କ ଡାକ୍ତରୀମାଇନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story