ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର, ଖାଁ ଖାଁ ପଡ଼ିଛି ଧବଳେଶ୍ୱର ପୀଠ

କଟକ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପ୍ରତି ବର୍ଷ ଏହି ଦିନ ବାବା ଧବଳେଶ୍ୱରଙ୍କ ପୀଠରେ ଅସମ୍ଭବ ଭିଡ଼ ଜମୁଥିବା ବେଳେ ଆଜି କିନ୍ତୁ ଖାଁ ଖାଁ ପଡ଼ିଛି ପୀଠ। ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ପ୍ରଭୁ ଧବଳେଶ୍ୱରଙ୍କ ପୀଠ। କୋଭିଡ୍ କଟକଣା ପାଇଁ ବାବାଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।  ଭୋର ୪ଟାରୁ ରାତି ୧୦ଟା […]

dhabaleswar-pitha

dhabaleswar-pitha

Niharika Rout
  • Published: Monday, 25 October 2021
  • Updated: 25 October 2021, 08:08 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପ୍ରତି ବର୍ଷ ଏହି ଦିନ ବାବା ଧବଳେଶ୍ୱରଙ୍କ ପୀଠରେ ଅସମ୍ଭବ ଭିଡ଼ ଜମୁଥିବା ବେଳେ ଆଜି କିନ୍ତୁ ଖାଁ ଖାଁ ପଡ଼ିଛି ପୀଠ। ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ପ୍ରଭୁ ଧବଳେଶ୍ୱରଙ୍କ ପୀଠ।

କୋଭିଡ୍ କଟକଣା ପାଇଁ ବାବାଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।  ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । କେବଳ ପରମ୍ପରା ବଜାୟ ରଖିବା ସହ ରୀତିନୀତିରେ ପୂଜକମାନେ ପୂଜା କରୁଛନ୍ତି ।

ସକାଳୁ ପୂଜକ ସମିତି ପକ୍ଷରୁ ପହଡ଼ ଖୋଲାଯାଇ ୧୦୮ ଗରା ଜଳରେ ସ୍ନାନ କରାଯାଇଛି । ଏହାସହ ମଙ୍ଗଳ  ଆଳତି ଶେଷ ହୋଇଛି । ତେବେ କାର୍ତ୍ତିକ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି । ହେଲେ ଚଳିତ ବର୍ଷ  ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ  ପୀଠକୁ ନ ଆସିବାକୁ ବାରଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story