ଏଥର ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ଆଜିଠୁ୧୪୪ ଧାରା

ଆଠଗଡ଼(ନୀଳକଣ୍ଠ ଦୋରା):  କରୋନାର କୋପ କମିଥିଲେ ବି ପୁଣି ଥରେ ଏହା ମୁଣ୍ଡ ଟେକିବା ଆଶଙ୍କା ପ୍ରଶାସନକୁ  ଘାରିଛି। ତେଣୁ ମହାମାରୀ ତଳମୁହାଁ ଥିଲେ ବି ପର୍ବପର୍ବାଣୀରେ ବିଭିନ୍ନ ଧର୍ମାନୁଷ୍ଠାନକୁ ଯାତାୟତ ଉପରେ କଟକଣା ଲାଗୁ କରାଯାଉଛି। କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ […]

dhabaleswar pitha

dhabaleswar pitha

Niharika Rout
  • Published: Friday, 12 November 2021
  • Updated: 12 November 2021, 01:10 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା):  କରୋନାର କୋପ କମିଥିଲେ ବି ପୁଣି ଥରେ ଏହା ମୁଣ୍ଡ ଟେକିବା ଆଶଙ୍କା ପ୍ରଶାସନକୁ  ଘାରିଛି। ତେଣୁ ମହାମାରୀ ତଳମୁହାଁ ଥିଲେ ବି ପର୍ବପର୍ବାଣୀରେ ବିଭିନ୍ନ ଧର୍ମାନୁଷ୍ଠାନକୁ ଯାତାୟତ ଉପରେ କଟକଣା ଲାଗୁ କରାଯାଉଛି।

କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି । ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ ।

ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି । ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା   ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story