ଜାତୀୟ ରାଜପଥରେ ୧୪୪ ଧାରା ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। ତେବେ ସେମାନଙ୍କୁ ଅଟକାଇବାକୁ କଳବଳ ସହିତ କୌଶଳ ପ୍ରୟୋଗ କରିଛି ପୋଲିସ। ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି। ଚାଷୀମାନେ ସରକାର ବିରୋଧୀ ନାରାବାଜି ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ଜାତୀୟ ରାଜପଥ ଉପରେ ୧୪୪ […]

road

road

Jitendra Garnayak
  • Published: Sunday, 04 November 2018
  • Updated: 04 November 2018, 01:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। ତେବେ ସେମାନଙ୍କୁ ଅଟକାଇବାକୁ କଳବଳ ସହିତ କୌଶଳ ପ୍ରୟୋଗ କରିଛି ପୋଲିସ।

ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି। ଚାଷୀମାନେ ସରକାର ବିରୋଧୀ ନାରାବାଜି ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଛି।

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଗତ କିଛି ଦିନ ଧରି ପୁଣି ଆନ୍ଦୋଳନ ଚଳାଇଛି ନବ ନିର୍ମାଣ କୃଷକ ସଂଗଠନ।

ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଫୁଲନଖରା-ପାହାଳରେ ଚାଷୀ ରାଲିରେ ସାମିଲ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story