୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ୱର ଓ କଟକର ତାପମାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡିଗ୍ରୀ ରହିଛି। ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡିଗ୍ରୀ, ବଲାଙ୍ଗିରରେ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡିଗ୍ରୀ, […]

heat-wave-

heat-wave-

Manoranjan Sial
  • Published: Saturday, 18 May 2019
  • Updated: 18 May 2019, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡିଗ୍ରୀ ରହିଛି।

ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡିଗ୍ରୀ, ବଲାଙ୍ଗିରରେ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪.୨ ଡିଗ୍ରୀ, ହୀରାକୁଦରେ ୪୪.୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଭବାନୀପାଟଣାରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ମାଲକାନଗିରି ଓ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ଫୁଲବାଣୀରେ ୪୧.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୫ ଡିଗ୍ରୀ, ଭୁବନେଶ୍ୱରରେ ୪୦.୨ ଡିଗ୍ରୀ, କଟକର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଗରମ ଓ ଗୁଳୁଗୁଳିରେ ରାଜ୍ୟ ସିଝୁଥିବା ବେଳେ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପ୍ରବେଶ କରିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ପୂରା ଆଣ୍ଡାମାନକୁ ଆଚ୍ଛାଦିତ କରିବ। କିଛି ଦିନ ଭିତରେ ମୌସୁମୀ କେରଳ ଛୁଇଁବ। ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story