ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୬୭୮ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଆଉ ୬୫ ଜଣଙ୍କ ସମ୍ପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଜଣ ଥିବା ବେଳେ କଟକରୁ ୨୨୯, ପୁରୀରୁ ୧୨୩, ଅନୁଗୋଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୦, ଗଜପତିରୁ ୨, ଗଞ୍ଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୧୫, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୪୨, ନୂଆପଡ଼ାରୁ ୫, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୬, ସୋନପୁରରୁ ୯ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୦ ଜଣ ଅଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।
୧୬୧୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇସାରିଲେଣି ଓ ୧୭ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୫ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଅନୁଗୋଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ଭଦ୍ରକ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୪୭, ବାଲେଶ୍ୱରରେ ୧୮୧, ବରଗଡ଼ରେ ୨୮୪, ଭଦ୍ରକରେ ୬୭, ବଲାଙ୍ଗିରରେ ୯୯, କଟକରେ ୩୨୫, ଢେଙ୍କାନାଳରେ ୧୧୭,ଗଜପତିରେ ୮୧, ଗଞ୍ଜାମରେ ୪୩୧, ଜଗତସିଂହପୁରରେ ୯୨, ଯାଜପୁରରେ ୬୬, ଝାରସୁଗୁଡ଼ାରେ ୧୫୧, କଳାହାଣ୍ଡିରେ ୧୯୫, କେନ୍ଦ୍ରାପଡ଼ାରେ ୧୨୮, କେନ୍ଦୁଝରରେ ୧୨୬, କୋରାପୁଟରେ ୭୧, ମୟୂରଭଞ୍ଜରେ ୨୦୩, ନୂଆପଡ଼ାରେ ୭୯, ପୁରୀରେ ୩୪୬, ସମ୍ବଲପୁରରେ ୧୭୪ ଓ ସୁନ୍ଦରଗଡ଼ରେ ୫୦୯କୁ ବୃଦ୍ଧି ପାଇଛି।
Details of cases confirmed as death due to Covid-19, after due completion of death audit process:
1.A 42 years old Female of Angul District .
2.A 28 years old Male of Angul District .
3.A 81 years old Male of Angul District who was also suffering from Hypertension.
— H & FW Dept Odisha (@HFWOdisha) July 29, 2021
7.A 55 years old Male of Baragarh District who was also suffering from Diabetes Mellitus.
8.A 54 years old Male of Baragarh District who was also suffering from Diabetes Mellitus, Hypertension & Asthma.
— H & FW Dept Odisha (@HFWOdisha) July 29, 2021
11.A 60 years old Male of Baragarh District who was also suffering from Chronic Kidney Disease.
12.A 54 years old Male of Bhadrak District .
13.A 72 years old Male of Bhadrak District who was also suffering from Hypertension.
14.A 29 years old Female of Bhubaneswar .
— H & FW Dept Odisha (@HFWOdisha) July 29, 2021
19.A 76 years old Female of Bolangir District who was also suffering from Hypertension.
20.A 22 years old Female of Bolangir District .
21.A 58 years old Male of Cuttack District .
22.A 28 years old Female of Cuttack District .
— H & FW Dept Odisha (@HFWOdisha) July 29, 2021
28.A 37 years old Male of Ganjam District .
29.A 60 years old Male of Ganjam District .
30.A 34 years old Male of Jagatsinghpur District who was also suffering from Hypertension.
31.A 45 years old Male of Jagatsinghpur District .
— H & FW Dept Odisha (@HFWOdisha) July 29, 2021
36.A 38 years old Female of Jharsuguda District .
37.A 67 years old Female of Jharsuguda District who was also suffering from Diabetes Mellitus, Hypertesnion & Chronic Kidney Disease.
— H & FW Dept Odisha (@HFWOdisha) July 29, 2021
41.A 61 years old Male of Kendrapara District .
42.A 71 years old Female of Kendrapara District .
43.A 64 years old Female of Keonjhar District who was also suffering from Hypertension & Hypothyroidsim.
44.A 58 years old Male of Khurdha District .
— H & FW Dept Odisha (@HFWOdisha) July 29, 2021
48.A 56 years old Male of Khurdha District who was also suffering from Diabetes Mellitus.
49.A 38 years old Male of Koraput District .
50.A 55 years old Male of Mayurbhanja District .
51.A 21 years old Female of Nuapada District .
— H & FW Dept Odisha (@HFWOdisha) July 29, 2021
56.A 36 years old Male of Sambalpur District who was also suffering from Diabetes Mellitus .
57.A 59 years old Female of Sambalpur District who was also suffering from Sickle Cell with Trait.
58.A 34 years old Female of Sambalpur District .
— H & FW Dept Odisha (@HFWOdisha) July 29, 2021
62.A 25 years old Female of Sundargarh District who was also suffering from Heart Block.
63.A 49 years old Female of Sundargarh District .
64.A 67 years old Male of Sundargarh District .
— H & FW Dept Odisha (@HFWOdisha) July 29, 2021
NOTE: This list does not reflect deaths occurring on a particular day. It gives details of past deaths for which the death audit process has been duly completed and the cause of death has been identified as due to Covid-19.
— H & FW Dept Odisha (@HFWOdisha) July 29, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।