୧୭ରୁ ଶିମିଳିପାଳରେ ପୁଣି ହେବ ବାଘ ଗଣନା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଏପ୍ରିଲ ୧୭ ତାରିଖରୁ ୩୦ ତାରିଖ ଯାଏଁ ପୁଣି ଥରେ ବାଘ ଗଣନା କରାଯିବ। ୫୦୦ଟି କ୍ୟାମେରା ଲଗାଯାଇ କ୍ୟାମେରା ଟ୍ରାପ୍‌ ପଦ୍ଧତିରେ ଏହି ଗଣନା କରାଯିବ। ଏହି ଗଣନା ଦ୍ୱାରା ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ଜାତୀୟ ବାଘ୍ର୍ୟ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଦେଇଥିବା ତଥ୍ୟକୁ ଚ୍ୟାଲେଞ୍ଜ କରାଯାଇପାରିବ ବୋଲି ସରକାର କହିଛନ୍ତି। ଏ ନେଇ ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ ୱାଡେନ୍‌ ସିଦ୍ଧାନ୍ତ ଦାସ କହିଛନ୍ତି, “ପୂର୍ବରୁ ବିଭିନ୍ନ […]

tigeers

tigeers

Rakesh Mallick
  • Published: Monday, 28 March 2016
  • Updated: 28 March 2016, 05:39 PM IST

Sports

Latest News

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଏପ୍ରିଲ ୧୭ ତାରିଖରୁ ୩୦ ତାରିଖ ଯାଏଁ ପୁଣି ଥରେ ବାଘ ଗଣନା କରାଯିବ। ୫୦୦ଟି କ୍ୟାମେରା ଲଗାଯାଇ କ୍ୟାମେରା ଟ୍ରାପ୍‌ ପଦ୍ଧତିରେ ଏହି ଗଣନା କରାଯିବ। ଏହି ଗଣନା ଦ୍ୱାରା ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ଜାତୀୟ ବାଘ୍ର୍ୟ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଦେଇଥିବା ତଥ୍ୟକୁ ଚ୍ୟାଲେଞ୍ଜ କରାଯାଇପାରିବ ବୋଲି ସରକାର କହିଛନ୍ତି।

ଏ ନେଇ ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ ୱାଡେନ୍‌ ସିଦ୍ଧାନ୍ତ ଦାସ କହିଛନ୍ତି, “ପୂର୍ବରୁ ବିଭିନ୍ନ ଉପାୟରେ ବାଘ ଗଣନା କରାଯାଇଥିଲା। ଶିମିଳିପାଳରେ ବାଘ ଗଣନାକୁ ନେଇ କେତେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଉ ଥରେ ବାଘ ଗଣନା କରାଯିବ। ଏଥିପାଇଁ ୫୦୦ଟି କ୍ୟାମେରା ଲଗାଯାଇଛି। ୨ ସପ୍ତାହ ଧରି ଏହି ଗଣନା କାର୍ଯ୍ୟ ଚାଲିବ।”

ଏ ନେଇ ବନ୍ୟାପ୍ରାଣୀ ବିଶେଷଜ୍ଞ ବିଜୟ କେତନ ପଟ୍ଟନାୟକ କହିଛନ୍ତି, “ଶିମିଳିପାଳରେ କ୍ୟାମେରା ଟ୍ରାପ୍‌ରେ ବାଘ ଗଣନା କରାଗଲେ ସଠିକ୍‌ ତଥ୍ୟ ମିଳିପାରିବ। କ୍ୟାମେରା ଟ୍ରାପ୍‌ ମୁଖ୍ୟତଃ ୩ରୁ ୪ଟି ଷ୍ଟେଜ୍‌ ଦେଇ କରାଯାଇଥାଏ। ପାସ୍‌ କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଏନ୍‌ଟିସିଏ ଦେଇଥିବା ବାଘ ଗଣନା ରିପୋର୍ଟ ଉପରେ ତର୍ଜମା କରାଯାଇପାରିବ। ପୂର୍ବରୁ ଅଳ୍ପ କ୍ୟାମେରା ନେଇ ଏନ୍‌ଟିସିଏ ପକ୍ଷରୁ ବାଘଗଣନା କରାଯାଇଥିଲା। ତେଣୁ ବହୁ ଅଞ୍ଚଳରେ ସର୍ଭେ କରା ନ ଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଅଧିକ କ୍ୟାମେରା ଲଗାଯାଇ ଗଣନା କରାଗଲେ ଯଦି ବାଘ ସଂଖ୍ୟା ଅଧିକ ଆସେ, ତେବେ ଏନ୍‌ଟିସିଏ ଦେଇଥିବା ରିପୋର୍ଟକୁ ଚ୍ୟାଲେଞ୍ଜ କରିହେବ।”

ସୂଚନାଯୋଗ୍ୟ, ପୂର୍ବରୁ ଏନ୍‌ଟିସିଏ କେବଳ ଶିମିଳିପାଳରେ ବାଘ ଗଣନା କରି ସମଗ୍ର ଓଡ଼ିଶାରେ ବାଘ ସଂଖ୍ୟା କମିଥିବା କହିଥିଲା। ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିବା ବେଳେ ୨୦୧୦ରେ ୩୨ଟି ଓ ୨୦୧୪ରେ ଏହା ୨୮କୁ ଖସି ଆସିଥିବା ଦର୍ଶାଇଥିଲା। ତେବେ ରାଜ୍ୟ ସରକାର ଏହି ତଥ୍ୟକୁ ଗ୍ରହଣ କରି ନ ଥିଲେ। ଦ୍ୱନ୍ଦ୍ୱ ଦୂର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ବାଘ ଗଣନା କରାଯାଇଥିଲା। ଚଳିତବର୍ଷ ଫେବ୍ରୁଆରୀ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୪୬ଟି ବନଖଣ୍ଡରେ ବାଘ ଗଣନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story