ମଳଦ୍ୱାରରେ ଲୁଚାଇ ସୁନା ଆଣୁଥିଲେ, ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୧୭୦ ଗ୍ରାମ୍‌ ସୁନା ଜବତ କରାଯାଇଛି। କଷ୍ଟମ୍ସ ବିଭାଗ ଏହି ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ। କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ଆଣୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା। ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅଟକ ବ୍ୟକ୍ତି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କ […]

gold

gold

Tapaswini Nayak
  • Published: Monday, 08 October 2018
  • Updated: 08 October 2018, 12:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୧୭୦ ଗ୍ରାମ୍‌ ସୁନା ଜବତ କରାଯାଇଛି। କଷ୍ଟମ୍ସ ବିଭାଗ ଏହି ସୁନା ଜବତ କରିଛି।

ଜବତ ସୁନାର ମୂଲ୍ୟ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ।

କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ଆଣୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା।

ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅଟକ ବ୍ୟକ୍ତି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କ ଘର ତାମିଲନାଡୁ ରାମନାଥପୁରମ୍‌ ଅଞ୍ଚଳରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story