୩ ବର୍ଷରେ ୧୭୩୧ ବାଳିକା ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୫୮୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା  ୧୭୩୧ ନିଖୋଜ ଅଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେହିପରି ୩ ବର୍ଷରେ  ୧୧୧୧ ବାଳକ ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୯୦୭ ବାଳକ ଉଦ୍ଧାର ହୋଇଛନ୍ତି। ଏ ପର୍ଯ୍ୟନ୍ତ ୨୦୪ ବାଳକ ନିଖୋଜ ଅଛନ୍ତି। ଠିକ୍‌ ସେମିତି ଗତ […]

child

child

Manoranjan Sial
  • Published: Monday, 04 July 2022
  • Updated: 04 July 2022, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୫୮୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା  ୧୭୩୧ ନିଖୋଜ ଅଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ସେହିପରି ୩ ବର୍ଷରେ  ୧୧୧୧ ବାଳକ ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୯୦୭ ବାଳକ ଉଦ୍ଧାର ହୋଇଛନ୍ତି। ଏ ପର୍ଯ୍ୟନ୍ତ ୨୦୪ ବାଳକ ନିଖୋଜ ଅଛନ୍ତି। ଠିକ୍‌ ସେମିତି ଗତ ୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି। ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story