ଭୁବନେଶ୍ୱରରୁ ୧୯ ପଜିଟିଭି ଚିହ୍ନଟ, ୯ ମେଡିକାଲ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫ଟି  ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୧୫ଟି ଲୋକାଲ କେସ୍‌ ମଧ୍ୟରୁ  ୯ ଜଣ କେବଳ ମେଡିକାଲ କର୍ମଚାରୀ ବୋଲି ଜଣାପଡ଼ିଛି। Update on newly detected & cured #COVID19 cases in the last 24 hrs under the BMC area on 20 Jun 2020(till 9am). […]

COrona-7-2-1

COrona-7-2-1

Niharika Rout
  • Published: Saturday, 20 June 2020
  • Updated: 20 June 2020, 02:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫ଟି  ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୧୫ଟି ଲୋକାଲ କେସ୍‌ ମଧ୍ୟରୁ  ୯ ଜଣ କେବଳ ମେଡିକାଲ କର୍ମଚାରୀ ବୋଲି ଜଣାପଡ଼ିଛି।

ଏହି  ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଘରୋଇ ହସ୍ପିଟାଲର ୮ କର୍ମଚାରୀ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି।  ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏକ ସରକାରୀ ହସ୍ପିଟାଲର ଜଣେ ୫୧ ବର୍ଷୀୟ କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ ଥିବା ଜଣାପଡ଼ିଛି।

ଏହାବ୍ୟତୀତ ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତ ୪ ଜଣ ରେଲୱେ କର୍ମଚାରୀ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story