ମାସକ ମଧ୍ୟରେ  ସ୍ଥାନାନ୍ତର ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସିଣୀ ଡମ୍ପିଂୟାର୍ଡକୁ ମାସକ ମଧ୍ୟରେ ତୁଳସାଦେଇପୁରକୁ  ସ୍ଥାନାନ୍ତର କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚବି ଆଦିତ୍ୟ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତାବିତ ୱେଷ୍ଟ ଟୁ ଏନର୍ଜି ଟ୍ରିଟ୍‌ମେଣ୍ଟ୍‌ ପ୍ଳାଣ୍ଟ୍‌ ଭୁଆସିଣୀରେ ହିଁ ରହିବ। ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ କହିଛନ୍ତି,“ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ନେଇ ଗାଁ ଲୋକଙ୍କ ଯେଉଁ ଦାବି ରହିଥିଲା ସରକାର ଏଥିରେ ରାଜି ହୋଇଛନ୍ତି। ଗ୍ରାମବାସୀଙ୍କ […]

daruthenga domping yard

daruthenga domping yard

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 03:32 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସିଣୀ ଡମ୍ପିଂୟାର୍ଡକୁ ମାସକ ମଧ୍ୟରେ ତୁଳସାଦେଇପୁରକୁ  ସ୍ଥାନାନ୍ତର କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚବି ଆଦିତ୍ୟ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତାବିତ ୱେଷ୍ଟ ଟୁ ଏନର୍ଜି ଟ୍ରିଟ୍‌ମେଣ୍ଟ୍‌ ପ୍ଳାଣ୍ଟ୍‌ ଭୁଆସିଣୀରେ ହିଁ ରହିବ।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ କହିଛନ୍ତି,“ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ନେଇ ଗାଁ ଲୋକଙ୍କ ଯେଉଁ ଦାବି ରହିଥିଲା ସରକାର ଏଥିରେ ରାଜି ହୋଇଛନ୍ତି। ଗ୍ରାମବାସୀଙ୍କ ଦାବି ମୁତାବକ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ସେଥିପାଇଁ ପ୍ଲାଣ୍ଟକୁ ସେଠାରେ କରିବାକୁ ଦିଆଯାଉ। ସେଠାରେ ପ୍ଲାଣ୍ଟ ହେଲେ ସବୁ ସମସ୍ୟା ସମାଧାନ ହୋଇଯିବ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ପରିବେଶ ମଞ୍ଜୁରୀ ମଧ୍ୟ ମିଳି ସାରିଛି। ତେଣୁ ସେଠାରେ ପ୍ଲାଣ୍ଟ ନିର୍ମାଣ ପାଇଁ ଆମେ ଅନୁରୋଧ କରୁଛୁ।”

କିନ୍ତୁ ସରକାରଙ୍କ ଏ ନିଷ୍ପତ୍ତିକୁ ଦାରୁଠେଙ୍ଗ ସରପଞ୍ଚ ବିରୋଧ କରିଛନ୍ତି।

ଆଜିର ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ଗୃହ ସଚିବ, ଭୁବନେଶ୍ୱରର ୩ ବିଧାୟକ ଓ ବିଏମ୍‌ସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story