ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଆତ୍ମାର ସଦ୍‌ଗତି ପାଇଁ ସମୂହ ତିଳତର୍ପଣ

<p>ଭୁବନେଶ୍ୱର: ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ।&nbsp; ଏହି ଅବସରରେ ଭୁବନେଶ୍ୱର ବିନ୍ଦୁସାଗରରେ ଲୁଲୁ ସେନା ପକ୍ଷରୁ ସମୂହ ତିଳତର୍ପଣ କରାଯାଇଛି। ଏଥିରେ ଲୁଲୁଙ୍କ ଝିଅ ଉପାସନାଙ୍କ ସହ ସମର୍ଥକମାନେ ସାମିଲ ହୋଇଥିଲେ।&nbsp; ଲୁଲୁଙ୍କ ଅମର ଆତ୍ମାର ସଦ୍&zwnj;ଗତି ନିମନ୍ତେ ସମୂହ ତିଳତର୍ପଣ କରାଯାଇଥିଲା।&nbsp; ଦଳ ନିର୍ବିଶେଷରେ ବିଭିନ୍ନ ରାଜନୈତିନ ଦଳର କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 12:16 PM IST

Sports

Latest News

<p>ଭୁବନେଶ୍ୱର: ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ।&nbsp; ଏହି ଅବସରରେ ଭୁବନେଶ୍ୱର ବିନ୍ଦୁସାଗରରେ ଲୁଲୁ ସେନା ପକ୍ଷରୁ ସମୂହ ତିଳତର୍ପଣ କରାଯାଇଛି। ଏଥିରେ ଲୁଲୁଙ୍କ ଝିଅ ଉପାସନାଙ୍କ ସହ ସମର୍ଥକମାନେ ସାମିଲ ହୋଇଥିଲେ।&nbsp; ଲୁଲୁଙ୍କ ଅମର ଆତ୍ମାର ସଦ୍&zwnj;ଗତି ନିମନ୍ତେ ସମୂହ ତିଳତର୍ପଣ କରାଯାଇଥିଲା।&nbsp; ଦଳ ନିର୍ବିଶେଷରେ ବିଭିନ୍ନ ରାଜନୈତିନ ଦଳର କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos