ଏପରି କାମ କରୁଥିଲେ ୨ ଭାଇ, ବାନ୍ଧିଲା ପୁଲିସ୍‌

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରଥମେ ଲୋକଙ୍କଠାରୁ କମ୍‌ ମୂଲ୍ୟରେ ପିଡ଼ିଏସ ସାମଗ୍ରୀ କିଣୁଥିଲେ। ପରେ ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ଖୁବ୍‌ ଲାଭ କରୁଥିଲେ  । ଦୀର୍ଘ ଦିନ ଧରି ଏପରି ଚୋରା ବେପାର ଚଳାଇ ମାଲେମାଲ ହେଉଥିବା ୨ ଭାଇଙ୍କୁ ଶେଷରେ ବାନ୍ଧିଛି ପୁଲିସ୍‌। ଏପରି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ ଘଟିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏ.ସନ୍ତୋଷ କୁମାର ପାତ୍ର ଓ ଏ.ବାଉରୀ ପାତ୍ର। ଗାୟାଗଣ୍ଡା […]

police

police

Niharika Rout
  • Published: Friday, 11 December 2020
  • Updated: 11 December 2020, 01:49 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରଥମେ ଲୋକଙ୍କଠାରୁ କମ୍‌ ମୂଲ୍ୟରେ ପିଡ଼ିଏସ ସାମଗ୍ରୀ କିଣୁଥିଲେ। ପରେ ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ଖୁବ୍‌ ଲାଭ କରୁଥିଲେ  । ଦୀର୍ଘ ଦିନ ଧରି ଏପରି ଚୋରା ବେପାର ଚଳାଇ ମାଲେମାଲ ହେଉଥିବା ୨ ଭାଇଙ୍କୁ ଶେଷରେ ବାନ୍ଧିଛି ପୁଲିସ୍‌।

ଏପରି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ ଘଟିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏ.ସନ୍ତୋଷ କୁମାର ପାତ୍ର ଓ ଏ.ବାଉରୀ ପାତ୍ର।

ଗାୟାଗଣ୍ଡା ଗ୍ରାମର ଜଣକ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ପିଡ଼ିଏସ ଚାଉଳ ଓ ଗହମ ଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ତାରାସିଂ ପୁଲିସ୍‌ । ଜବତ ବେଳେ ସେଠାରେ ଗଚ୍ଛିତ ଥିବା ୨୦ କୁଇଣ୍ଟାଲ ଚାଉଳ ଓ ୨ କୁଇଣ୍ଟାଲ ଗହମ ପୁଲିସ୍‌ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୬୦  ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ୨ ଭାଇ ଦୀର୍ଘ ବର୍ଷ ହେଲା ଚୋରା ବ୍ୟବସାୟ କରି ଆସୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।

ଆଗକୁ ପଢ଼ନ୍ତୁ : ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ କରୋନା ଟିକା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story