ବିଡିଓଙ୍କ ସମେତ ଅଙ୍ଗନୱାଡି ଦିଦିଙ୍କୁ କରୋନା

ଫୁଲବାଣୀ(ତ୍ରୀନାଥ ସାହୁ): କନ୍ଧମାଳ ଜିଲ୍ଲାରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା ଅଛନ୍ତି। ଏହି ୨ କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ବିଡିଓ ଥିବା ବେଳେ ଅନ୍ୟ ଜଣେ ବ୍ରାହ୍ମଣୀ ଗାଁର ଅଙ୍ଗନଓ୍ୱାଡ଼ି ଦିଦି ବୋଲି ଜଣାଯାଇଛି।  ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୮ରେ ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪୦୦ ଜଣ […]

corona-39

corona-39

Niharika Rout
  • Published: Wednesday, 05 August 2020
  • Updated: 05 August 2020, 02:53 PM IST

Sports

Latest News

ଫୁଲବାଣୀ(ତ୍ରୀନାଥ ସାହୁ): କନ୍ଧମାଳ ଜିଲ୍ଲାରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା ଅଛନ୍ତି। ଏହି ୨ କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ବିଡିଓ ଥିବା ବେଳେ ଅନ୍ୟ ଜଣେ ବ୍ରାହ୍ମଣୀ ଗାଁର ଅଙ୍ଗନଓ୍ୱାଡ଼ି ଦିଦି ବୋଲି ଜଣାଯାଇଛି।  ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୮ରେ ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪୦୦ ଜଣ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ୨୯୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣ କରୋନାରେ ଆଖି ବୁଜି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story