ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟକାର୍ଡରେ ଚିଠି ପଠାଇବେ ୨ ଲକ୍ଷ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ହେଲା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୨ଲକ୍ଷ ଠିକା ଓ ଆଉଟସୋର୍ସିଂ କର୍ମଚାରୀ, ଠିକା ଓ ଚୁକ୍ତିଭିତ୍ତିକ ଶିକ୍ଷକମାନେ ନ୍ୟାୟ ଦାବିରେ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏହି ଅଭିଯାନକୁ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିକଟକୁ ପ୍ରାୟ ଏହି ୨ଲକ୍ଷ କର୍ମଚାରୀ ପୋଷ୍ଟକାର୍ଡରେ ଚିଠି ପଠାଇ ସେମାନଙ୍କ ଦୁଃଖ ଶୁଣିବାକୁ ନିବେଦନ କରିବେ ବୋଲି ଜଣାପଡ଼ିଛି। ଓଡ଼ିଶା କର୍ମଚାରୀ ମହାମଞ୍ଚ ବ୍ୟାନରରେ […]

naveen

naveen

Manoranjan Sial
  • Published: Thursday, 07 November 2019
  • Updated: 07 November 2019, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ହେଲା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୨ଲକ୍ଷ ଠିକା ଓ ଆଉଟସୋର୍ସିଂ କର୍ମଚାରୀ, ଠିକା ଓ ଚୁକ୍ତିଭିତ୍ତିକ ଶିକ୍ଷକମାନେ ନ୍ୟାୟ ଦାବିରେ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏହି ଅଭିଯାନକୁ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିକଟକୁ ପ୍ରାୟ ଏହି ୨ଲକ୍ଷ କର୍ମଚାରୀ ପୋଷ୍ଟକାର୍ଡରେ ଚିଠି ପଠାଇ ସେମାନଙ୍କ ଦୁଃଖ ଶୁଣିବାକୁ ନିବେଦନ କରିବେ ବୋଲି ଜଣାପଡ଼ିଛି।

ଓଡ଼ିଶା କର୍ମଚାରୀ ମହାମଞ୍ଚ ବ୍ୟାନରରେ ଆୟୋଜିତ ଏହି ପୋଷ୍ଟ କାର୍ଡ ଅଭିଯାନ ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ। ଅନ୍ୟାୟର ଶିକାର ହୋଇଥିବା ଶିକ୍ଷକମାନେ ବି ଏଥିରେ ସାମିଲ ହୋଇଛନ୍ତି। ସମାନ କାମକୁ ସମାନ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ମଧ୍ୟ ଓଡ଼ିଶାରୁ ଠିକା ଓ ଆଉଟସୋର୍ସିଂ ଭଳି ଘୃଣ୍ୟ ଓ କୁତ୍ସିତ ପ୍ରଥା ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି । ମାସକୁ ମାତ୍ର ୬ରୁ ୮ହଜାର ଟଙ୍କା ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ ସେମାନେ କାମ କରୁଥିଲାବେଳେ ସାଧାରଣ ଦିନ ମଜୁରିଆଠୁ ବି କମ୍ ରୋଜଗାର କରୁଥିବା କହିଛନ୍ତି। ଏହାସତ୍ୱେ ଯଦି ସରକାର ଏହି କର୍ମଚାରୀଙ୍କ ଦୁଃଖ ନବୁଝନ୍ତି ତା’ହେଲେ ସେମାନେ ବାଧ୍ୟ ହୋଇ ଓଡ଼ିଶା ର୍କମଚାରୀ ମହାମଞ୍ଚ ନିଜର ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି। ଏହି ଅଭିଯାନରେ ଠିକା କର୍ମଚାରୀ ସଂଘ, ଆଉଟସୋର୍ସିଂ ସଂଘ, ଚୁକ୍ତିଭିତ୍ତିକ ସରକାରୀ ହାଇସ୍କୁଲ ସଂଘ ଆଦି ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story