୨ ନାବାଳିକା ଭଉଣୀଙ୍କୁ ଧରି ଚମ୍ପଟ ମାରିଲେ ଟ୍ୟୁସନ୍‌ ସାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୟୁସନ୍‌ କରୁ କରୁ ଏକାଥରେ ୨ ନାବାଳିକା ଭଉଣୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଲେ। ପରିବାର ଲୋକ ଟେର ପାଇ ଏହାକୁ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇଗଲେ ଟ୍ୟୁସନ୍‌ ସାର୍‌। ଏହାପରେ ସୁଯୋଗ ଦେଖି ୨ ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଲେ । ଏପରି ଲଜ୍ଜାଜନକ ଘଟଣା ଖୋଦ ରାଜଧାନୀରେ ଘଟିଥିବା ବେଳେ ୨ ଝିଅଙ୍କୁ ଖୋଜି ଆଣିବାକୁ ବଡ଼ଗଡ଼ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗ […]

Tution-Teacher

Tution-Teacher

Niharika Rout
  • Published: Tuesday, 21 December 2021
  • Updated: 21 December 2021, 02:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୟୁସନ୍‌ କରୁ କରୁ ଏକାଥରେ ୨ ନାବାଳିକା ଭଉଣୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଲେ। ପରିବାର ଲୋକ ଟେର ପାଇ ଏହାକୁ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇଗଲେ ଟ୍ୟୁସନ୍‌ ସାର୍‌। ଏହାପରେ ସୁଯୋଗ ଦେଖି ୨ ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଲେ । ଏପରି ଲଜ୍ଜାଜନକ ଘଟଣା ଖୋଦ ରାଜଧାନୀରେ ଘଟିଥିବା ବେଳେ ୨ ଝିଅଙ୍କୁ ଖୋଜି ଆଣିବାକୁ ବଡ଼ଗଡ଼ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ବ୍ୟକ୍ତି ୨ ନାବାଳିକା ଝିଅଙ୍କୁ ଟ୍ୟୁସନ୍ କରୁଥିଲେ।  ହେଲେ  ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ୍‌ କରିବାରୁ ଆମର ସନ୍ଦେହ ବଢ଼ିଥିଲା । ଏହାକୁ ନେଇ ଆପତ୍ତି ଉଠାଇବାରୁ  ଟ୍ୟୁସନ୍‌ ସାର୍  ରାଗି ଯାଇଥିଲେ । ଏପରିକି ୨ ଝିଅଙ୍କୁ ନେଇଯିବାର ଧମକ ବି ଦେଇଥିଲେ ।

ଏହାପରେ ଗତ ରବିବାର ଶିକ୍ଷକଜଣକ ପ୍ରତିଶୋଧ ନେଇଛନ୍ତି। ଅଭିଭାବକ କିଛି ସମୟ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର୍‌ । ୨ ଭଉଣୀ ଏକ ହାତ ଲେଖା ଛାଡ଼ି ଯାଇଥିବା ବେଳେ ସେଥିରେ ୮ ଦିନ ପରେ ଫେରି ଆସିବେ ବୋଲି ବି ଉଲ୍ଲେଖ ଅଛି। ପୁଲିସ୍‌ ତନାଘନା ଆରମ୍ଭ କରିଥିଲେ ବି ସମ୍ପୃକ୍ତ ଶିକ୍ଷକଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ। ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story