ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଶୁଙ୍କି ଘାଟି ଜାମ୍‌

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):କୋରାପୁଟ ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ-୨୬ର ଶୁଙ୍କି ଘାଟି ନିକଟରେ ଆଜି ଭୋରରୁ ଏକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରେ ଯାଉଥିବା ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ଘାଟି ରାସ୍ତା ଜାମ ହୋଇଯାଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏନ୍‌ଏଚ୍‌-୨୬ ଦେଇ ଯାଇଥିବା ରାୟପୁର- ବିଶାଖାପାଟଣା ହାଇୱେର ଉଭୟ ପାର୍ଶ୍ୱରେ ୨ଟି ଟ୍ରକ୍‌ ଯାଉଥିଲା।  ସେଥିମଧ୍ୟରୁ ଗୋଟିଏ ଲୁହା ପାଇପ ବୋଝେଇ ଟ୍ରକ୍‌ ରାୟପୁରରୁ […]

accident

accident

Niharika Rout
  • Published: Tuesday, 07 December 2021
  • Updated: 07 December 2021, 08:08 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):କୋରାପୁଟ ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ-୨୬ର ଶୁଙ୍କି ଘାଟି ନିକଟରେ ଆଜି ଭୋରରୁ ଏକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରେ ଯାଉଥିବା ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ଘାଟି ରାସ୍ତା ଜାମ ହୋଇଯାଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏନ୍‌ଏଚ୍‌-୨୬ ଦେଇ ଯାଇଥିବା ରାୟପୁର- ବିଶାଖାପାଟଣା ହାଇୱେର ଉଭୟ ପାର୍ଶ୍ୱରେ ୨ଟି ଟ୍ରକ୍‌ ଯାଉଥିଲା।  ସେଥିମଧ୍ୟରୁ ଗୋଟିଏ ଲୁହା ପାଇପ ବୋଝେଇ ଟ୍ରକ୍‌ ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଅନ୍ୟ ଟ୍ରକ୍‌ଟି ଖାଲି ଥିବା ବେଳେ ତାହା ବିଶାଖାପାଟଣାରୁ ରାୟପୁର ଯାଉଥିଲା। ମାତ୍ର ଶୁଙ୍କି ଘାଟି ଅତିକ୍ରମ କରିବା ସମୟରେ ଆଜି ଭୋର ପ୍ରାୟ ୪ଟାରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଛି।

ରାୟପୁରରୁ ବିଶାଖାପାଟଣା ଯିବା ନିମନ୍ତେ ଅନ୍ୟ ବିକଳ୍ପ ରାସ୍ତା ନ ଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପୁଲିସ୍‌ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଅପରପକ୍ଷେ, ତୁରନ୍ତ ଗାଡ଼ି ଉଠାଇ ରାସ୍ତା ସଫା କରିବା ନିମନ୍ତେ କାମ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story