୨୦୧୪ ଠିକା ଶିକ୍ଷକ ନିଯୁକ୍ତି ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ୨୦୧୪ ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ସ୍ୟାଟରେ ଶେଷ ହୋଇଛି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଟ୍ରିବୁନାଲ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୪ରେ ପ୍ରଥମ ଥର ପାଇଁ ଠିକା ଶିକ୍ଷକ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୪୨ରୁ ୩୨କୁ ଖସାଇ ଦିଆଯାଇଥିଲା। ଏହାସହ ଆବେଦନ ପାଇଁ ସ୍ନାତକରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରହିଥିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଥିଲା। ୨୦୧୪ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପାଇଁ ମଧ୍ୟ […]

sat

sat

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 03:31 PM IST

Sports

Latest News

ଭୁବନେଶ୍ୱର: ୨୦୧୪ ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ସ୍ୟାଟରେ ଶେଷ ହୋଇଛି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଟ୍ରିବୁନାଲ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୪ରେ ପ୍ରଥମ ଥର ପାଇଁ ଠିକା ଶିକ୍ଷକ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୪୨ରୁ ୩୨କୁ ଖସାଇ ଦିଆଯାଇଥିଲା। ଏହାସହ ଆବେଦନ ପାଇଁ ସ୍ନାତକରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରହିଥିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଥିଲା। ୨୦୧୪ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପାଇଁ ମଧ୍ୟ ଏହି ସର୍ତ୍ତାବଳୀ ଲାଗୁ ହୋଇଥିଲା। ତେବେ ଏହି ନୂଆ ନିୟମ ଉଚ୍ଛେଦ ପାଇଁ ସ୍ୟାଟରେ ଏକାଧିକ ମାମଲା ଦାୟର ହୋଇଥିଲା। ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ବିନା ଅନୁମତିରେ ମେରିଟ ଲିଷ୍ଟ୍ ପ୍ରକାଶ ନ କରିବାକୁ ଟ୍ରିବୁନାଲ ୧୭ ନଭେମ୍ୱର ୨୦୧୪ରେ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story