୨୦୧୫ ଓଜେଏସ୍ ପ୍ରଶ୍ନପତ୍ର ତ୍ରୁଟି ମାମଲା : ୬ ସପ୍ତାହ ମଧ୍ୟରେ ସାନି ପରୀକ୍ଷା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୧୫ ଓଡିଶା ଜୁଡିସିଆଲ୍ ସର୍ଭିସ- ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ସାନି ପ୍ରିଲିମିନାରୀ ଏବଂ ଏହାର ୩ ସପ୍ତାହ ମଧ୍ୟରେ ମେନ୍ ପରୀକ୍ଷା କରାଇବାକୁ ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ସାନି ଆର୍ଡମିଟ୍ କାର୍ଡ ଇସୁ କରାଯିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି। ଶ୍ରାବଣୀ ପାଣିଗ୍ରାହୀ, ମଧୁମିତା ବିଷୋୟୀ, ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏକାଧିକ ମାମଲାର ଶୁଣାଣି କରି […]

hc

hc

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 06:55 AM IST

Sports

Latest News

ଭୁବନେଶ୍ୱର: ୨୦୧୫ ଓଡିଶା ଜୁଡିସିଆଲ୍ ସର୍ଭିସ- ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ସାନି ପ୍ରିଲିମିନାରୀ ଏବଂ ଏହାର ୩ ସପ୍ତାହ ମଧ୍ୟରେ ମେନ୍ ପରୀକ୍ଷା କରାଇବାକୁ ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ସାନି ଆର୍ଡମିଟ୍ କାର୍ଡ ଇସୁ କରାଯିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି। ଶ୍ରାବଣୀ ପାଣିଗ୍ରାହୀ, ମଧୁମିତା ବିଷୋୟୀ, ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏକାଧିକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୧୫ ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନ ପତ୍ରରେ ଏକାଧିକ ତ୍ରୁଟି  ଥିବା ଆବେଦନକାରୀ ହାଇକୋର୍ଟଙ୍କୁ ଜଣାଇଥିଲେ। ପରୀକ୍ଷା ମାମଲାର ପ୍ରାରମ୍ଭିକ ଶୁଣାଣିରେ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା କଥା ଓପିଏସସି ସ୍ୱୀକାର କରିଥିଲା। ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ପ୍ରୋ-ରାଟା ଆଧାରରେ ମାର୍କ ଦେବାକୁ ଓପିଏସି ନିଷ୍ପତ୍ତି ଗ୍ରହଣ କରିଥିବା ହାଇକୋର୍ଟକୁ ଅବଗତ କରାଇଥିଲେ । ତେବେ ଓପିଏସସିର ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ପୁନଃ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story