୯୦୦ ଗାଡ଼ି ଜବତ, ୨୧ ଗିରଫ; ୨୭.୬୪ ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଦିନରେ ରାଜ୍ୟ ପୁଲିସ୍ ୯୦୦ ଗାଡ଼ି ଜବତ କରିଛି। ୨୧ ଜଣଙ୍କୁ ଗିରଫ କରିଛି। ତା’ସହିତ ୨୭ ଲକ୍ଷ ୬୪ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୫ ତାରିଖ ସକାଳୁ ଏପ୍ରିଲ୍‌ ୬ ତାରିଖ ସକାଳ ମଧ୍ୟରେ ରାଜ୍ୟ ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଟ୍ୱିଟ୍‌ରେ କୁହାଯାଇଛି। […]

Police Checking

Police Checking

Tapas Behera
  • Published: Tuesday, 06 April 2021
  • Updated: 06 April 2021, 04:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଦିନରେ ରାଜ୍ୟ ପୁଲିସ୍ ୯୦୦ ଗାଡ଼ି ଜବତ କରିଛି। ୨୧ ଜଣଙ୍କୁ ଗିରଫ କରିଛି। ତା’ସହିତ ୨୭ ଲକ୍ଷ ୬୪ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୫ ତାରିଖ ସକାଳୁ ଏପ୍ରିଲ୍‌ ୬ ତାରିଖ ସକାଳ ମଧ୍ୟରେ ରାଜ୍ୟ ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଟ୍ୱିଟ୍‌ରେ କୁହାଯାଇଛି।

ଏହା ସହିତ ଏହି ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ ଯେତେବେଳେ ଆମେ କୋଭିଡ୍-୧୯ ଗାଇଡ୍‌ଲାଇନ୍‌ ଗୁଡ଼ିକୁ ଉଲ୍ଲଂଘନ କରୁ ସେତେବେଳେ ଆମ ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ବିପଦରେ ପକାଇଥାଉ। ଏଣୁ କୋଭିଡ୍ ନିୟମଗୁଡ଼ିକୁ ପାଳନ କରନ୍ତୁ।

ରାଜ୍ୟରେ କରୋନା ପୁଣି କାୟା ବିସ୍ତାର କରୁଥିବା ବେଳେ ସ୍ଥିତିକୁ ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ଏହି କ୍ରମରେ ଏପ୍ରିଲ୍ ୫ ତାରିଖ ଠାରୁ ରାଜ୍ୟର ୧୦ଟି ଜିଲ୍ଲା- ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। କିଛି ସ୍ଥାନରେ କଣ୍ଟେନମେଣ୍ଟ୍‌ ଜୋନ୍ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭଳି ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଦିନ ହେଲା ୫୦୦ ଉପରେ ରହୁଛି। ଗତ ୨୪ ଘଣ୍ଟା ଭିତରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୦୫ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story