ଅଜଣା ରୋଗରେ ୨୨ ଶିଶୁ ଆକ୍ରାନ୍ତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଟନପାଲି ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି।  ଏହି ଅଜଣା ରୋଗରେ ୨୨ରୁ ୨୫ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ତେବେ ଜନ୍ମରୁ ୫ ବର୍ଷ ବୟସର ଶିଶୁ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ଶିଶୁମାନଙ୍କୁ ଥଣ୍ଡା, କାଶ ଓ ପରେ ଜ୍ୱର ହୋଇ ସେମାନେ ଗୁରୁତର ହୋଇ ପଡୁଛନ୍ତି। ଏହି ଖବର ଜଣାପଡ଼ିବା ପରେ  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆମ୍ୱୁଲାନ୍ସ ଯୋଗେ ଶିଶୁମାନଙ୍କୁ ଏମ୍‌ଭି […]

malkangiri

malkangiri

Jyoshna Pradhan
  • Published: Tuesday, 19 November 2019
  • Updated: 19 November 2019, 03:03 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଟନପାଲି ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି।  ଏହି ଅଜଣା ରୋଗରେ ୨୨ରୁ ୨୫ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ତେବେ ଜନ୍ମରୁ ୫ ବର୍ଷ ବୟସର ଶିଶୁ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ଶିଶୁମାନଙ୍କୁ ଥଣ୍ଡା, କାଶ ଓ ପରେ ଜ୍ୱର ହୋଇ ସେମାନେ ଗୁରୁତର ହୋଇ ପଡୁଛନ୍ତି। ଏହି ଖବର ଜଣାପଡ଼ିବା ପରେ  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆମ୍ୱୁଲାନ୍ସ ଯୋଗେ ଶିଶୁମାନଙ୍କୁ ଏମ୍‌ଭି ୭୯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କାଲିମେଳା  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତ ୫ ଦିନ ହେବ କୋରାପୁଟରୁ ଏକ ଡାକ୍ତରୀ ଟିମ୍‌ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ କାଲିମେଳା ବ୍ଲକ୍‌ର ତାମନପାଲି ଗାଁରେ ମଧ୍ୟ ଅଜଣା ରୋଗ ଆତଙ୍କ ଦେଖାଦେଇଥିଲା। ଏହି ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story