ଦାଦନ ଖଟିବାକୁ ଯାଇଥିଲା ପୁଅ, ୧୦ ଦିନ ପୂରିନି ଶବ ହୋଇ ଫେରିଲା

ବିନିକା (ଓଡ଼ିଶା ରିପୋର୍ଟର): ପରିବାର ପୋଷିବାକୁ ବାହାରକୁ ରାଜ୍ୟକୁ କାମ କରିବାକୁ ଯାଇଥିଲେ ଜଣେ ଯୁବକ। ସେଠାରେ କାମ ଧନ୍ଦା କରି ଦୁଇ ପଇସା ପଠାଇଲେ  ବାପାମା’ ଭଲରେ ଚଳିବେ ବୋଲି ଭାବିଥିଲେ। ହେଲେ କାମ କରିବାର ୧୦ ଦିନ ନହେଉଣୁ ଶବ ହୋଇଘରକୁ ଫେରିଲା। ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଉର୍ଲେ ଗାଁର। ମୃତ ଯୁବକ ଜଣଙ୍କ ହେଲେ ମନୋଜ ବେହେରା। ତାଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା। ମନୋଜ […]

binika

binika

Tapaswini Nayak
  • Published: Sunday, 04 December 2022
  • Updated: 04 December 2022, 10:23 AM IST

Sports

Latest News

ବିନିକା (ଓଡ଼ିଶା ରିପୋର୍ଟର): ପରିବାର ପୋଷିବାକୁ ବାହାରକୁ ରାଜ୍ୟକୁ କାମ କରିବାକୁ ଯାଇଥିଲେ ଜଣେ ଯୁବକ। ସେଠାରେ କାମ ଧନ୍ଦା କରି ଦୁଇ ପଇସା ପଠାଇଲେ  ବାପାମା’ ଭଲରେ ଚଳିବେ ବୋଲି ଭାବିଥିଲେ। ହେଲେ କାମ କରିବାର ୧୦ ଦିନ ନହେଉଣୁ ଶବ ହୋଇଘରକୁ ଫେରିଲା। ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଉର୍ଲେ ଗାଁର। ମୃତ ଯୁବକ ଜଣଙ୍କ ହେଲେ ମନୋଜ ବେହେରା। ତାଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା।

ମନୋଜ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାକୁ ଯାଇଥିଲେ। ତେବେ ସେଠାରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ମନୋଜ ଘରକୁ ଯିବାକୁ ତାଙ୍କ ସମ୍ପର୍କୀୟଙ୍କୁ କହିଥିଲେ। ସମ୍ପର୍କୀୟ ମଧ୍ୟ ତାଙ୍କୁ ଘର ନେଇ ଛାଡ଼ି ଆସିବାକୁ ରାଜି ହୋଇଯାଇଥିଲେ। ଗତକାଲି ମନୋଜ ଓ ତାଙ୍କ ସମ୍ପର୍କୀୟ ଘରକୁ ଆସିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରି ପ୍ଲାଟଫର୍ମରେ ବସିଥିଲେ। ଏହି ସମୟରେ ମନୋଜଙ୍କ ଦେହ ହଠାତ୍ ଗୁରୁତର ହୋଇପଡ଼ିଥିଲା। ସମ୍ପର୍କୀୟ ଜଣଙ୍କ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ମନୋଜଙ୍କର ମୃତ୍ୟୁ ଘଟିଥିଲା। ପରେ ସମ୍ପର୍କୀୟ ଜଣଙ୍କ ମନୋଜଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ। ଆଜି ଭୋର ପ୍ରାୟ ୪ଟା ସମୟରେ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମନୋଜ ଥିଲେ ବାପାମା’ଙ୍କର ଏକ ମାତ୍ର ପୁଅ। ତେଣୁ ମନୋଜଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story