୨୩ ବର୍ଷର ବିକାଶ, ଦେଖନ୍ତୁ ଆଉ ଜାଣନ୍ତୁ

ବିଜେଡି କାର୍ଯ୍ୟାଳୟର ଦୁଇଟି ଦୃଶ୍ୟ ଆପଣଙ୍କ ସାମ୍ନାରେ ଅଛି। ଗୋଟିଏ ପୂର୍ବର ଆଉ ଗୋଟିଏ ଏବେର। ୨୩ ବର୍ଷର ବିଜେଡି ଶାସନରେ ଇଏ ହେଉଛି ବିଜେଡିର ବିକାଶ। ମାତ୍ର ଦୁଇ ବର୍ଷରେ ବଦଳିଯାଇଛି ବିଜେଡି କାର୍ଯ୍ୟାଳୟର କାୟାକଳ୍ପ।

Manoj Swain
  • Published: Tuesday, 25 April 2023
  • Updated: 25 April 2023, 11:07 AM IST

Sports

Latest News

ବିଜେଡି କାର୍ଯ୍ୟାଳୟର ଦୁଇଟି ଦୃଶ୍ୟ ଆପଣଙ୍କ ସାମ୍ନାରେ ଅଛି। ଗୋଟିଏ ପୂର୍ବର ଆଉ ଗୋଟିଏ ଏବେର। ୨୩ ବର୍ଷର ବିଜେଡି ଶାସନରେ ଇଏ ହେଉଛି ବିଜେଡିର ବିକାଶ। ମାତ୍ର ଦୁଇ ବର୍ଷରେ ବଦଳିଯାଇଛି ବିଜେଡି କାର୍ଯ୍ୟାଳୟର କାୟାକଳ୍ପ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି୨୩ ବର୍ଷରେ କେତେ ବିକାଶ ହୋଇଛି ଚାଲନ୍ତୁ ଟିକେ ନଜର ପକାଇନେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos