ବିଜେଡି କାର୍ଯ୍ୟାଳୟର ଦୁଇଟି ଦୃଶ୍ୟ ଆପଣଙ୍କ ସାମ୍ନାରେ ଅଛି। ଗୋଟିଏ ପୂର୍ବର ଆଉ ଗୋଟିଏ ଏବେର। ୨୩ ବର୍ଷର ବିଜେଡି ଶାସନରେ ଇଏ ହେଉଛି ବିଜେଡିର ବିକାଶ। ମାତ୍ର ଦୁଇ ବର୍ଷରେ ବଦଳିଯାଇଛି ବିଜେଡି କାର୍ଯ୍ୟାଳୟର କାୟାକଳ୍ପ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି୨୩ ବର୍ଷରେ କେତେ ବିକାଶ ହୋଇଛି ଚାଲନ୍ତୁ ଟିକେ ନଜର ପକାଇନେବା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘କେତେ ଖର୍ଚ୍ଚ ହୋଇଛି ବାପାକୁ ପଚାର’
ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଶଙ୍ଖ ଭବନ। ଗରିବ ରାଜ୍ୟରେ ଧନୀ ଦଳ ବିଜୁ ଜନତା ଦଳ ତରଫରୁ ଆଖି ଖୋସି ହୋଇଗଲା ଭଳି ଅଟ୍ଟାଳିକା ସହରର ଛାତି ଉପରେ ଛିଡା କରାଯାଇଛି।
Odisha
କାନ୍ଦ କାନ୍ଦ ହୋଇ ଫେରିଲେ ସଂଯୁକ୍ତା!
ଗୋଟିଏ ମଂଚରେ ଏକାଠି ହେଲେ ସଂଯୁକ୍ତା ଓ ଶ୍ରୀକାନ୍ତ। ସଂଯୁକ୍ତା କାନ୍ଦି କାନ୍ଦି ଫେରିଗଲେ। ହେଲେ ଶ୍ରୀକାନ୍ତ ଛାତି ଚଉଡ଼ା କରି ବୁଲିଲେ। ମହିଳା କର୍ମୀ ନ୍ୟାୟ ଅପେକ୍ଷାରେ ମୁହଁ ଲୁଚାଇ କାନ୍ଦୁଛନ୍ତି। ମନ୍ତ୍ରୀ କିନ୍ତୁ ମୁହଁ ତୋଡ଼ ଦେଖାଇ ସେଲଫି ନେଉଛନ୍ତି। ବିଜେଡିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।
Odisha
ଗର୍ଭବତୀ ଥିବାବେଳେ ସେକ୍ସ ନିରାପଦ କି?
ଗର୍ଭବତୀ ଥିବା ସମୟରେ କଣ କରିବା ଆଉ କଣ କରିବା ନାହିଁ? କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେବା ଦରକାର? ଏହି ସମୟରେ ସେକ୍ସ କେତେ ଜରୁରୀ? ଏ ବିଷୟରେ ବିସ୍ତୃତରେ ଦେଖନ୍ତୁ ଆମ କାର୍ଯ୍ୟକ୍ରମ ସୁସ୍ଥ ଜୀବନ ସରଳ ସୂତ୍ରରେ।
Odisha
କିରାଣି ବଦଳିବେ, ଆଇଏଏସ ?
ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ?