‘କେତେ ଖର୍ଚ୍ଚ ହୋଇଛି ବାପାକୁ ପଚାର’

ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଶଙ୍ଖ ଭବନ। ଗରିବ ରାଜ୍ୟରେ ଧନୀ ଦଳ ବିଜୁ ଜନତା ଦଳ ତରଫରୁ ଆଖି ଖୋସି ହୋଇଗଲା ଭଳି ଅଟ୍ଟାଳିକା ସହରର ଛାତି ଉପରେ ଛିଡା କରାଯାଇଛି।

Manoj Swain
  • Published: Monday, 24 April 2023
  • Updated: 24 April 2023, 06:02 PM IST

Sports

Latest News

ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଶଙ୍ଖ ଭବନ। ଗରିବ ରାଜ୍ୟରେ ଧନୀ ଦଳ ବିଜୁ ଜନତା ଦଳ ତରଫରୁ ଆଖି ଖୋସି ହୋଇଗଲା ଭଳି ଅଟ୍ଟାଳିକା ସହରର ଛାତି ଉପରେ ଛିଡା କରାଯାଇଛି। ତେବେ ଏହି ଆକର୍ଷଣୀୟ ପରିପାଟ୍ଟୀର ବିଲଡିଂକୁ ନେଇ ବିରୋଧି ଦଳଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ। ଘରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ବିଲଡିଂ ନିର୍ମାଣ ପାଇଁ ପାଣ୍ଠି ଆସିଲା କେଉଁଠୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos