ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ରାଗିଂ

କେନ୍ଦୁଝର: କଲେଜରେ ରାଗିଂ ହୁଏ। ଏହା ଦଣ୍ଡନୀୟ ଅପରାଧ। ତଥାପି ବେଳେ ବେଳେ ଏମିତି ଖବର ଆସେ ରାଜ୍ୟ ତଥା ଦେଶର କିଛି ସ୍ଥାନରୁ। କିନ୍ତୁ ସ୍କୁଲରେ ରାଗିଂ ହେବା କଥା କେବେ ଶୁଣି ନ ଥିବେ! ତେବେ ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଏଠାକାର ଝୁମ୍ପୁରା ବ୍ଲକ ବସନ୍ତପୁର ଆଶ୍ରମ ସ୍କୁଲରେ ଘଟିଛି ଏମିତି ଘଟଣା। ଗତ ରବିବାର ସ୍କୁଲର ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରମାନଙ୍କୁ ନବମ ଶ୍ରେଣୀ ଛାତ୍ରମାନେ ରାଗିଂ କରିଥିବା […]

nn

nn

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 12:57 PM IST

Sports

Latest News

କେନ୍ଦୁଝର: କଲେଜରେ ରାଗିଂ ହୁଏ। ଏହା ଦଣ୍ଡନୀୟ ଅପରାଧ। ତଥାପି ବେଳେ ବେଳେ ଏମିତି ଖବର ଆସେ ରାଜ୍ୟ ତଥା ଦେଶର କିଛି ସ୍ଥାନରୁ। କିନ୍ତୁ ସ୍କୁଲରେ ରାଗିଂ ହେବା କଥା କେବେ ଶୁଣି ନ ଥିବେ! ତେବେ ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଏଠାକାର ଝୁମ୍ପୁରା ବ୍ଲକ ବସନ୍ତପୁର ଆଶ୍ରମ ସ୍କୁଲରେ ଘଟିଛି ଏମିତି ଘଟଣା।

ଗତ ରବିବାର ସ୍କୁଲର ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରମାନଙ୍କୁ ନବମ ଶ୍ରେଣୀ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ସେମାନେ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ରାଗିଂ ପରେ ରାତି ଅଧରେ ୨୪ ଜଣ ପିଲା ହଷ୍ଟେଲ ଛାଡ଼ି ପଳାଇ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨୧ଜଣ ହଷ୍ଟେଲକୁ ଫେରି ଆସିଛନ୍ତି। ଆଉ ୩ ଜଣ ଛାତ୍ରଙ୍କର କୌଣସି ଖୋଜଖବର ମିଳିନାହିଁ। ଘଟଣା ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story