ମୁଁ ନିଜ ଇଚ୍ଛାରେ ସୁଇସାଇଡ୍‌ କରୁଛି... ମୋ ବାୟାର କିଛି ଭୁଲ୍‌ ନାହିଁ

ବ୍ରହ୍ମପୁର/ଖଲ୍ଲିକୋଟ(ଅଶୋକ/ଶିଲୁ): “ମୁଁ ନିଜ ଇଚ୍ଛାରେ ସୁଇସାଇଡ୍‌ କରୁଛି… ମୋ ବାୟାର କିଛି ଭୁଲ୍‌ ନାହିଁ। ପୁଲିସ୍ କେସ୍‌ କରିବ ନାହିଁ।” ମରିବା ପୂର୍ବରୁ ଏମିତି ଅନେକ କଥା ଲେଖିଛନ୍ତି ଅଞ୍ଜଳି ବେହେରା। ମୃତଦେହ ପାଖରୁ ମିଳିଥିବା ଅଞ୍ଜଳିଙ୍କ ସୁଇସାଇଡ୍‌ ନୋଟ୍‌ଟି ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି। ନିଜ ମାଆଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ସେ ମନର କଥା, ବ୍ୟଥା ଓ ଯନ୍ତ୍ରଣାକୁ ବଖାଣିଛନ୍ତି। ହେଲେ ଏହି ସୁଇସାଇଡ୍‌ ନୋଟ୍‌ଟି ଅଞ୍ଜଳିଙ୍କର ନା ଆଉ କାହାର, ତାହା ସ୍ପଷ୍ଟ […]

Anjali

Anjali

Manoranjan Sial
  • Published: Tuesday, 15 November 2022
  • Updated: 15 November 2022, 10:05 PM IST

Sports

Latest News

ବ୍ରହ୍ମପୁର/ଖଲ୍ଲିକୋଟ(ଅଶୋକ/ଶିଲୁ): “ମୁଁ ନିଜ ଇଚ୍ଛାରେ ସୁଇସାଇଡ୍‌ କରୁଛି... ମୋ ବାୟାର କିଛି ଭୁଲ୍‌ ନାହିଁ। ପୁଲିସ୍ କେସ୍‌ କରିବ ନାହିଁ।” ମରିବା ପୂର୍ବରୁ ଏମିତି ଅନେକ କଥା ଲେଖିଛନ୍ତି ଅଞ୍ଜଳି ବେହେରା। ମୃତଦେହ ପାଖରୁ ମିଳିଥିବା ଅଞ୍ଜଳିଙ୍କ ସୁଇସାଇଡ୍‌ ନୋଟ୍‌ଟି ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି। ନିଜ ମାଆଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ସେ ମନର କଥା, ବ୍ୟଥା ଓ ଯନ୍ତ୍ରଣାକୁ ବଖାଣିଛନ୍ତି। ହେଲେ ଏହି ସୁଇସାଇଡ୍‌ ନୋଟ୍‌ଟି ଅଞ୍ଜଳିଙ୍କର ନା ଆଉ କାହାର, ତାହା ସ୍ପଷ୍ଟ ହୋଇନାହିଁ। ବ୍ରହ୍ମପୁର ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ତଦନ୍ତ ଚଳାଇଛି।

ଅଞ୍ଜଳି ଲେଖିଛନ୍ତି, ବୋଉ ମୁଁ ଆଜି ସବୁଦିନ ପାଇଁ ଚାଲି ଯାଉଛି। ତମେମାନେ ନିଜର ଧ୍ୟାନ ରଖିବ। ମୁଁ ଜୀବନରେ କେବେ ଖୁସିଟିଏ ପାଇଲି ନାହିଁ କି ଦେଇନାହିଁ। ମୁଁ ମରିଗଲା ପରେ ମୋତେ ପୋତିବନି। ସଧବାଙ୍କ ପରି ପୋଡ଼ିବ। ମୁଁ ଜାଣିଛି, ବହୁତ ବଡ଼ ଭୁଲ୍‌ କରିଦେଇଛି। ସେଥିପାଇଁ ନିଜ ଭୁଲର ଦଣ୍ଡ ନିଜେ ଦେଇଦେଇଛି। ପୁଲିସ୍‌ କେସ କରିବନି। ନିଜ ଇଚ୍ଛାରେ ସୁଇସାଇଡ୍‌ କରୁଛି। ଯାହାକୁ ଭଲ ପାଇଲି, ଯାହାକୁ ବାହାହେଲି, ସେ ମୋ’ ହାତ ଛାଡ଼ିଦେଲେ। ଫ୍ୟାମିଲି ଆଜି ନହେଲେ କାଲି ନିଜର କରିଥାଆନ୍ତେ। କିନ୍ତୁ ତାଙ୍କ ଘର ଲୋକ ତାଙ୍କୁ ଆଉ ଛାଡ଼ିଲେନି। ତାଙ୍କୁ ମିଛ କହି ରଖିଦେଲେ। ମୋ ବାୟାଟା ତାଙ୍କ ପରିବାର ଲୋକଙ୍କ ପ୍ଲାନିଂ କିଛି ବୁଝିପାରିଲାନି। ମୋ ବାୟାର କିଛି ଭୁଲ ନାହିଁ.....। ମୋ ବାୟା ଛଡ଼ା ମୁଁ ରହିପାରିବି ନାହିଁ। ନିଜ ସ୍ୱାମୀଙ୍କଠାରୁ ଦୂରରେ କେମିତି ରହିବି? ୮ ବର୍ଷ ତାଙ୍କ ଘର ଲୋକ ମିଛ କହି କାହିଁକି ରଖିଦେଲେ? ମୋ ଜୀବନ ବରବାଦ ହୋଇଗଲା। ମୁଁ ଦୁନିଆରୁ ଯାଉଛି। ତାଙ୍କ ଭବିଷ୍ୟତ ଖରାପ କରିବନି। ପୁଲିସ୍‌ କେସ୍‌ କରିବନି। କାହିଁକି ନା ମୁଁ ନିଜ ଇଚ୍ଛାରେ ସୁଇସାଇଡ୍‌ କରୁଛି। ତାଙ୍କ ଫ୍ୟାମିଲି ବୁଝିଲେନି ବୋଲି ..... ଅଞ୍ଜଳି ଲେଖିଛନ୍ତି।

ପ୍ରେମିକଙ୍କ ଉଦ୍ଦେଶ୍ୟରେ ଅଞ୍ଜଳି ଲେଖିଛନ୍ତି, ମୋ ବାୟା ନିଜର ଧ୍ୟାନ ରଖିବ। ଆଉ କେଉଁ ଝିଅର ଜୀବନ ବରବାଦ କରିବନି। ଫ୍ୟାମିଲି କଥାରେ ରାଜି ହୋଇଯିବେ। ଏବେ ମୋତେ ବୁଝି ପାରିଲନି। କିନ୍ତୁ ଦିନେ ବୁଝିବ। ସେତେବେଳେ ମୁଁ ନଥିବି। ନିଜ ଫ୍ୟାମିଲି ମିଛ କଥାକୁ ବୁଝିପାରିଲନି। ଆଉ ଆମକୁ ଯେଉଁମାନେ ଅଲଗା କରିଛନ୍ତି, ସେମାନେ କେବେବି ଖୁସିରେ ରହିବେନି......। ଏମିତି କେତେକ କଥା ଦୁଇ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ଅଞ୍ଜଳି ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଧରାକୋଟ ଅଞ୍ଚଳ ଢ଼େଉଗାଁର ଅଞ୍ଜଳି ବେହେରା(୨୪) ବ୍ରହ୍ମପୁରରେ ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ସେ ଚନ୍ଦନ ବିହାରଠାରେ ଏକ ଭଡା ଘରେ ରହୁଥିଲେ। ଦୁଇ ଦିନ ତଳେ ଅଞ୍ଜଳି ରହୁଥିବା ଘର କବାଟ ଖୋଲିନଥିଲା। ଘର ମାଲିକଙ୍କ ମନରେ ସନ୍ଦେହ ହେବାରୁ ଅଞ୍ଜଳିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଞ୍ଜଳିଙ୍କ ଭାଇ ଭଡା ଘରରେ ପହଞ୍ଚି କବାଟ ଖୋଲିଥିଲେ। ସେତେବେଳେ ଅଞ୍ଜଳି ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ସେ ବଡବଜାର ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତଦେହ ପାଖରୁ ଦୁଇ ପୁଷ୍ଠାର ଗୋଟିଏ ସୁଇସାଇଡ୍‌ ନୋଟ ଜବତ କରିଥିଲା ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story