ଏଣିକି ମାସର ଗୋଟିଏ ନୁହେଁ, ୨ଟି ଶନିବାର ଛୁଟି ରହିବ ସରକାରୀ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୂର ହେଲା ଦ୍ୱନ୍ଦ୍ୱ। ପୂର୍ବ ଭଳି ଦ୍ୱିତୀୟ ଶନିବାର ମଧ୍ୟ ଛୁଟି ଭାବେ ଉପଭୋଗ କରିପାରିବେ ରାଜ୍ୟ ସରକାରୀ କର୍ମଚାରୀ। ଏହି ଦିନ ଆଗଭଳି ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ପୂର୍ବଭଳି ଦ୍ୱିତୀୟ ଶନିବାର ଛୁଟି ରହିବ ନା ନାହିଁ ସେନେଇ କିଛି ସୂଚନା ନଥିବାରୁ କର୍ମଚାରୀମାନେ ଦ୍ୱନ୍ଦ୍ୱରେ […]

govt

govt

Manoranjan Sial
  • Published: Monday, 24 June 2019
  • Updated: 24 June 2019, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୂର ହେଲା ଦ୍ୱନ୍ଦ୍ୱ। ପୂର୍ବ ଭଳି ଦ୍ୱିତୀୟ ଶନିବାର ମଧ୍ୟ ଛୁଟି ଭାବେ ଉପଭୋଗ କରିପାରିବେ ରାଜ୍ୟ ସରକାରୀ କର୍ମଚାରୀ। ଏହି ଦିନ ଆଗଭଳି ସମସ୍ତ ସରକାରୀ ଅଫିସ ବନ୍ଦ ରହିବ।

ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ପୂର୍ବଭଳି ଦ୍ୱିତୀୟ ଶନିବାର ଛୁଟି ରହିବ ନା ନାହିଁ ସେନେଇ କିଛି ସୂଚନା ନଥିବାରୁ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ରହିଥିଲେ। ଏମିତିକି ଦ୍ୱିତୀୟ ଶନିବାର ଆଉ ଛୁଟି ମିଳିବ ନାହିଁ ବୋଲି ଅନେକଙ୍କ ଧାରଣା ସୃଷ୍ଟି ହୋଇଥିଲା। ତେବେ ଆଜି ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ପ୍ରତି ମାସର ଦ୍ୱିତୀୟ ଶନିବାର ପୂର୍ବଭଳି ଛୁଟି ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story