ଏସବିଆଇ ବ୍ୟାଙ୍କ ଡକାୟତି ଘଟଣାରେ ୩ ଗିରଫ

ବୀରମିତ୍ରପୁର (ରାକେଶ ସାହୁ): କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ତିନି ଦିନ ତଳେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ବ୍ୟାଙ୍କରୁ ଅଜଣା ଦୁର୍ବୃତ ମାନେ ଆସି ମାରଣାସ୍ତ୍ର ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ବାବଦରେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବାପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର […]

bank

bank

Ranjit Kumar Jena
  • Published: Sunday, 17 January 2021
  • Updated: 17 January 2021, 07:02 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ତିନି ଦିନ ତଳେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ବ୍ୟାଙ୍କରୁ ଅଜଣା ଦୁର୍ବୃତ ମାନେ ଆସି ମାରଣାସ୍ତ୍ର ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଏ ବାବଦରେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବାପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ଏସଡିପିଓ, ଓ କୁଆଁରମୁଣ୍ଡା ଫାଣ୍ଡି ପୁଲିସକୁ ନେଇ ଗଠନ ହୋଇଥିବା ଏକ ଦଳ ତଦନ୍ତ କରି ମାତ୍ର ତିନି ଦିନ ଭିତରେ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଘଟଣାରେ ସମୁଦାୟ ୭ ଜଣ ସମ୍ପୃକ୍ତ ଥିବାର ଜଣାପଡିଛି। ଏବେବି ମାଷ୍ଟର ମାଇଣ୍ଡ ସହିତ ଚାରି ଜଣ ଫେରାର୍ ଅଛନ୍ତି।

ତେବେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବାଇକ୍ ସମେତ ସମୁଦାୟ ୯୦୦୦ ଟଙ୍କା ଜବତ ହୋଇଥିବା ବେଳେ ଅନ୍ୟ ଟଙ୍କା ଗୁଡିକ ଫେରାର୍ ଅଭିଯୁକ୍ତ ମାନଙ୍କ ପାଖରେ ରହିଥିବା ଗିରଫ ଅଭିଯୁକ୍ତ ମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ତେବେ ବୀରମିତ୍ରପୁର ଓ କୁଆଁରମୁଣ୍ଡା ପୁଲିସର ତଦନ୍ତ ଜାରି ରହିଛି। ବହୁ ଶୀଘ୍ର ମାଷ୍ଟର ମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିଶ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story