ଗ୍ରାହକଙ୍କୁ ଚୁନ ମାରି ୩ କୋଟି ୬୮ଲକ୍ଷ ଠକିଥିଲେ , ଧରିଲା EOW

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ । ଗିରଫ ଦୁଇ ସହଯୋଗୀ ହେଲେ ଫିଲଡ଼ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା । ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ଭିତ୍ତିକରି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ […]

arrest

arrest

Niharika Rout
  • Published: Wednesday, 26 January 2022
  • Updated: 26 January 2022, 01:56 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ । ଗିରଫ ଦୁଇ ସହଯୋଗୀ ହେଲେ ଫିଲଡ଼ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା ।

ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ଭିତ୍ତିକରି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିଲେ ।  ୨୦୧୭ ମସିହାରେ ଏହି ଠକେଇ ହୋଇଥିବା ବେଳେ ଗତ ଡିସେମ୍ବର ମାସରେ EOW ରେ ଏ ନେଇ ଅଭିଯୋଗ ହୋଇଥିଲା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story