ସାଙ୍ଗ ଜନ୍ମ ଦିନ ପାଳନ କରିବାକୁ ଯାଇ ବୁଡ଼ିଗଲେ ୩ ଛାତ୍ର

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଲାବ ନଦୀ ନିକଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ସାଙ୍ଗ ଜନ୍ମ ଦିନ ପାଳନ କରିବାକୁ ନଦୀ ନିକଟକୁ ୭ ସାଙ୍ଗ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଡ଼ ଖସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିବା ବେଳେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୭ଜଣ ଛାତ୍ର ଆଜି  […]

water-2

water-2

Niharika Rout
  • Published: Saturday, 29 February 2020
  • Updated: 29 February 2020, 02:43 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଲାବ ନଦୀ ନିକଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ସାଙ୍ଗ ଜନ୍ମ ଦିନ ପାଳନ କରିବାକୁ ନଦୀ ନିକଟକୁ ୭ ସାଙ୍ଗ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଡ଼ ଖସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିବା ବେଳେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୭ଜଣ ଛାତ୍ର ଆଜି  ଦିନ ୧୧ଟା ବେଳକୁ କଲେଜରୁ ବାହାରି ଯାଇଥିଲେ। ସେମାନେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବାକୁ ନିକଟରେ ଥିବା କୋଲାବ ନଦୀ ନିକଟକୁ ଯାଇଥିଲେ। ମାତ୍ର ସେଠାରେ  ୩ଜଣଙ୍କ ଗୋଡ଼ ଖସିଯିବାରୁ ସେମାନେ ପାଣି ଭିତରକୁ ପଳାଇଥିଲେ। ଏହାଦେଖି ଅନ୍ୟମାନେ ସଙ୍ଗେସଙ୍ଗେ ଦମକଳବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଚେତ ଅବସ୍ଥାରେ ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ନିଆଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ।

୩ ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ଘର ମାଲକାନଗିରି ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାଯାଇଛି। ହେଲେ କିପରି ଏପରି ଅଭାବନୀୟ ଘଟଣା ଘଟିଲା, ସେ ସମ୍ପର୍କରେ ସଠିକ୍‌ ତତ୍ୟ ଜଣା ପଡ଼ି ନାହିଁ। ଅପରପକ୍ଷେ କଲେଜ ଚାଲିଥିବା ବେଳେ ପିଲାମାନେ କିପରି ବାହାରି ପଳାଇ ଆସିଲେ ସେ ନେଇ କଲେଜ କର୍ତ୍ତୃପକ୍ଷ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।  କୋରାପୁଟ ଟାଉନ ଥାନା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story