ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିିର ଜିଲ୍ଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଅଘଟଣ ଘଟିଛି। ବଜ୍ରାଘାତରେ ଚାଲିଗଲା ତିନିଜଣଙ୍କ ଜୀବନ। ଆଜି ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ଭିତରେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପୋଖରୀ କୂଳରେ ଟଳି ପଡିଥିଲେ […]

Lightning

Lightning

Manoranjan Sial
  • Published: Wednesday, 07 September 2022
  • Updated: 07 September 2022, 10:34 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିିର ଜିଲ୍ଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଅଘଟଣ ଘଟିଛି। ବଜ୍ରାଘାତରେ ଚାଲିଗଲା ତିନିଜଣଙ୍କ ଜୀବନ। ଆଜି ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ଭିତରେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା।

ବଜ୍ରପାତରେ ପୋଖରୀ କୂଳରେ ଟଳି ପଡିଥିଲେ ତିନିଜଣ। ଖବର ପାଇ ପରିବାର ଲୋକେ ୩ଜଣଙ୍କୁ ଲୋଇସିଂହା ହସ୍ପିଟାଲ୍‌କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos